Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରାଣ ପ୍ରତିଷ୍ଠା- ପ୍ରବେଶିକାରେ ଥିବା କ୍ୟୁଆର କୋଡ ମିଶିବା ପରେ ହିଁ ଅତିଥିଙ୍କୁ ମିଳିବ ପ୍ରବେଶ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରାଣ ପ୍ରତିଷ୍ଠା- ପ୍ରବେଶିକାରେ ଥିବା କ୍ୟୁଆର କୋଡ ମିଶିବା ପରେ ହିଁ ଅତିଥିଙ୍କୁ ମିଳିବ ପ୍ରବେଶ

ଅଯୋଧ୍ୟା : ଜାନୁୟାରୀ ୨୨ରେ ଭଗବାନ ଶ୍ରୀରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପ୍ରବେଶ କେବଳ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦ୍ୱାରା ଜାରି କରାଯାଇଥିବା ପ୍ରବେଶିକା ମାଧ୍ୟମରେ ହିଁ ସମ୍ଭବ ହୋଇପାରିବ । ପ୍ରବେଶିକ ସ୍ଥାନରେ ତିଆରି କ୍ୟୁଆର କୋଡ ମିଶିବା ପରେ ହିଁ ଅତିଥିଙ୍କୁ ଶ୍ରୀରାମ ମନ୍ଦିର ପରିସର ଭିତରକୁ ପ୍ରବେଶ ଅନୁମତି ମିଳିବ । ଯେଉଁମାନଙ୍କ ପାଖରେ କେବଳ ନିମନ୍ତ୍ରଣ ପତ୍ର ଥିବ, ସେଭଳି ଆଗନ୍ତୁକ ପ୍ରବେଶ କରିପାରିବେ ନାହିଁ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ନିଜର ସୋସିଆଲ ହ୍ୟାଣ୍ଡେଲ ଏକ୍ସରେ ଏନେଇ ସୂଚନା ଦେଇଛି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦ୍ୱାରା ଜାରି କରାଯାଇଥିବା ଏଣ୍ଟ୍ରି ପାସ୍ ମାଧ୍ୟମରେ ପ୍ରବେଶ ସମ୍ଭବ । କେବଳ ନିମନ୍ତ୍ରଣରେ ଆଗନ୍ତୁକଙ୍କ ପ୍ରବେଶ ସୁନିଶ୍ଚିତ ହୋଇପାରିବ ନାହିଁ ।

Leave a Reply