ଭାରତର ପ୍ରଥମ ମହିଳା ବିଧାୟକ ଏବଂ ସର୍ଜନ ପଦ୍ମ ବିଭୂଷଣ ଡକ୍ଟର ମୁଥୁଲକ୍ଷ୍ମୀ ରେଡ୍ଡୀଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ

ଭାରତର ପ୍ରଥମ ମହିଳା ବିଧାୟକ ଏବଂ ସର୍ଜନ ପଦ୍ମ ବିଭୂଷଣ ଡକ୍ଟର ମୁଥୁଲକ୍ଷ୍ମୀ ରେଡ୍ଡୀ

|| ତାଙ୍କ ଜନ୍ମ ଜୟନ୍ତୀରେ କୋଟି କୋଟି ପ୍ରଣାମ ||

|| ୩୦ ଜୁଲାଇ ୧୮୮୬ – ୨୨ ଜୁଲାଇ ୧୯୬୮ ||

ମୁଥୁଲକ୍ଷ୍ମୀ ରେଡ୍ଡୀ । ଜଣେ ପ୍ରସିଦ୍ଧ ଭାରତୀୟ ସମାଜସେବୀ ଏବଂ ରାଜନେତା ଥିଲେ। ସେ ଭାରତର ପ୍ରଥମ ମହିଳା ବିଧାୟିକା ହୋଇଥିଲେ ଏବଂ ମହିଳା ଅଧିକାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପାଇଁ କାର୍ଯ୍ୟ କରିଥିଲେ।

ମୁଥୁଲକ୍ଷ୍ମୀ ରେଡ୍ଡୀ ମାଡ୍ରାସ ବିଧାନସଭା ପରିଷଦକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ଭାବରେ ଇତିହାସ ରଚିଥିଲେ ଏବଂ ମହିଳା ଅଧିକାର ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରାଇଥିଲେ। ମୁଥୁଲକ୍ଷ୍ମୀ ରେଡ୍ଡୀ  ଜଣେ ପ୍ରେରଣାଦାୟକ ମହିଳା ଥିଲେ  । ଯିଏ ସମାଜରେ ମହିଳା ଅଧିକାର ପାଇଁ ଲଢ଼ିଥିଲେ ଏବଂ ଏକ ଉନ୍ନତ ଭବିଷ୍ୟତ ସୃଷ୍ଟି କରିଥିଲେ ।

Leave a Reply

Your email address will not be published. Required fields are marked *