Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Odia News Archives - Page 70 of 279 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ୨ ମାଓବାଦୀ ମୃତ, ୨ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ଦାନ୍ତେୱାଡା ଜିଲ୍ଲାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ଆହତ…

ଚୀନ୍ ସୀମାର ଲେହରେ ମୁତୟନ ଯବାନଙ୍କୁ ରଙ୍ଗ- ଫଗୁ ଲଗାଇ ହୋଲି ପାଳନ କଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରବିବାର ଚୀନ୍ ସୀମାର ଲେହ (ଲଦାଖ)ରେ ମୁତୟନ ଥିବା ସଶସ୍ତ୍ର ବଳର ଯବାନଙ୍କ…

ଭାରତ ସହିତ ବ୍ୟବସାୟିକ ସମ୍ପର୍କ ପୁଣି ଥରେ ପୁନର୍ସ୍ଥାପିତ ପାଇଁ ବିଚାର କରୁଛି ପାକିସ୍ତାନ

ଇସଲମାବାଦ : ଭାରତ ସହିତ ବ୍ୟବସାୟିକ ସମ୍ପର୍କକୁ ପୁଣି ଥରେ ପୁନଃସ୍ଥାପିତ କରିବାର ସଙ୍କେତ ଦେଇଛି ପାକିସ୍ତାନ । ପାକିସ୍ତାନର ବୈଦେଶିକ…

ଚନ୍ଦ୍ରଯାନ-୩ ଅବତରଣ ସ୍ଥଳକୁ ‘ଶିବ ଶକ୍ତି’ ନାମରେ ନାମିତ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ଚନ୍ଦ୍ରଯାନ-୩ ଅଭିଯାନର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିଥିବା ସ୍ଥାନର ଆନ୍ତର୍ଜାତିକ ଜ୍ୟୋତିର୍ବିଜ୍ଞାନ…

ଶ୍ରୀନଗର ପୋଲିସକୁ ମିଳିଲା ବଡ଼ ସଫଳତା ଗିରଫ ହେଲେ ୪ଆତଙ୍କବାଦୀ

ନୂଆଦିଲ୍ଲୀ ଜମ୍ମୁକାଶ୍ମୀରର ଶ୍ରୀନଗର ପୁଲିସ ସୁରକ୍ଷା ବାହିନୀ ସହିତ ମିଶି ଜୋସ-ଏ-ମହମ୍ମଦ ସଙ୍ଗଠନର ଆତଙ୍କବାଦୀ ମଡ୍ୟୁଲ ଉପରେ ଚଢ଼ାଉ କରି ୪ଜଣ…

ସରସ୍ୱତୀ ଶିଶୁ ମନ୍ଦିରରେ ବିଶ୍ୱ କଣ୍ଢେଇ ଦିବସ

ଚମ୍ପୁଆ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପ୍ରଧାନ ଆଚାର୍ଯ୍ୟ ଧରଣୀଧର ଦାସଙ୍କ ଅଧ୍ୟକ୍ଷତାରେ ବିଶ୍ୱ କଣ୍ଢେଇ ଦିବସ ପାଳିତ…

ସୋମାଲିଆର ୩୫ ଜଳଦସ୍ୟୁଙ୍କୁ ମୁମ୍ବାଇ ଅଣାଗଲା

ମୁମ୍ବାଇ: ସୋମାଲିଆ ଉପକୂଳରେ ଏକ ଅପରେସନରେ ଧରାପଡ଼ିଥିବା ୩୫ ଜଣ ଜଳଦସ୍ୟୁଙ୍କୁ ଶନିବାର ସକାଳେ ଯୁଦ୍ଧ ଜାହାଜ ଆଇଏନ୍‌ଏସ୍ କୋଲକାତା ଦ୍ୱାରା…

ସମରସତା ରଣନୀତି ନୁହେଁ, ନିଷ୍ଠାର ବିଷୟ -ସଂଘ

ସମଗ୍ର ସମାଜକୁ ଏକ କରି ସାମାଜିକ ପରିବର୍ତ୍ତନ ଦିଗରେ ସଂଘର ଆଗକୁ ବଢିବାର ସଂକଳ୍ପଦତ୍ତାତ୍ରେୟ ହୋସବାଲେ ପୁନର୍ବାର ସରକାର୍ଯ୍ୟବାହ ରୂପେ ନିର୍ବାଚିତନାଗପୁର:…

ପ୍ରସ୍ତାବ – ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରୁ ରାଷ୍ଟ୍ରୀୟ ପୁନରୁତ୍ଥାନ ପର୍ଯ୍ୟନ୍ତ

ପ୍ରସ୍ତାବ – ଶ୍ରୀରାମ ମନ୍ଦିର ପ୍ରତିଷ୍ଠାରୁ ରାଷ୍ଟ୍ରୀୟ ପୁନରୁତ୍ଥାନ ପର୍ଯ୍ୟନ୍ତପୌଷ ଶୁକ୍ଲ ଦ୍ୱାଦଶୀ, ଯୁଗାବ୍ଦ ୫୧୨୫ (୨୨ ଜାନୁୟାରୀ ୨୦୨୪) ଦିନ…

ପୁଣ୍ୟଶ୍ଲୋକ ଦେବୀ ଅହଲ୍ୟାବାଇ ହୋଲକରଙ୍କ ୩୦୦ତମ ଜନ୍ମ ବାର୍ଷିକୀ ଅବସରରେ ସରକାର୍ଯ୍ୟବାହଙ୍କ ବକ୍ତବ୍ୟ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘଅଖିଳ ଭାରତୀୟ ପ୍ରତିନିଧି ସଭା, ଯୁଗାବ୍ଦ-୫୧୨୫ରେଶିମବାଗ, ନାଗପୁରଫାଲଗୁନ ଶୁକ୍ଲ ୬-୮,ଯୁଗାବ୍ଦ ୫୧୨୫ (୧୫-୧୭ ମାର୍ଚ୍ଚ,୨୦୨୪) ପୁଣ୍ୟଶ୍ଲୋକ ଦେବୀ ଅହଲ୍ୟାବାଇ…