ହାଇଦ୍ରାବାଦ: ପ୍ରସିଦ୍ଧ ତିରୁପତି ମନ୍ଦିର ଏପ୍ରିଲ ୧ରୁ ଅରମ୍ଭ ହେଉଥିବା ନୂତନ ଆର୍ଥôକ ବର୍ଷରେ ମୋଟ୍ ୪,୪୧୧ କୋଟି ଟଙ୍କାର ରାଜସ୍ୱ…
Category: Odia News
୫୩ ଦେଶରେ ଚୀନ ଖୋଲିଛି ୧୦୨ ପୋଲିସ ଷ୍ଟେସନ
ନୂଆଦିଲ୍ଲୀ: ସାରା ଦୁନିଆରେ ନିଜର ଉପସ୍ଥିତି ଜାହିର କରିବା ପାଇଁ ଚୀନ ନୂଆ ଚକ୍ରାନ୍ତ ରଚିବାରେ ଲାଗିଛି । ୨୦୨୨ ସେପ୍େଟମ୍ୱରରେ…
ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର
ନୂଆଦିଲ୍ଳୀ: କନ୍ନଡ଼ ଫିଲ୍ମ ଅଭିନେତା ଚେତନ କୁମାର ଗିରଫ । ହନ୍ଦୁ ଧର୍ମ ଉପରେ ଏକ ବିବାଦୀୟ ଟ୍ୱିଟ୍କୁ ନେଇ ଚେତନ…
ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ
ୱାଂଶିଟନ: ଆମେରିକାରେ ଭାରତୀୟ ଦୂତାବାସ ଉପରେ ଖଲିସ୍ତାନୀ ସମର୍ଥକଙ୍କ ହମଲା ଘଟଣାକୁ ନିନ୍ଦା କରିଛି ହ୍ୱାଇଟ୍ ହାଉସ । ଶିଖ୍ ବିଚ୍ଛିନ୍ନବାଦୀଙ୍କ…
ଗୋହତ୍ୟା ଅଭିଯୋଗରେ ୨ ଗିରଫ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମର ଏକ ସର୍ବସାଧାରଣ ଜାଗାରେ ସଂଖ୍ୟାଲଘୁ ଶ୍ରେଣୀର…
ଲଣ୍ଡନରେ ଉତ୍ପାତ ରଚିଛନ୍ତି ଖଲିସ୍ତାନୀ ସମର୍ଥକ
ଲଣ୍ଡନ: ଲଣ୍ଡନରେ ଉତ୍ପାତ ରଚିଛନ୍ତି ଖଲିସ୍ତାନୀ ସମର୍ଥକ । ସେମାନେ ଲଣ୍ଡନରେ ଥିବା ଭାରତୀୟ ହାଇକମିଶନ ଭିତରେ ବଳପୂର୍ବକ ପଶି ଭଙ୍ଗାରୁଜା…
ଲଭ୍ ଜେହାଦ ପରେ ଅପହରଣ ଅଭିଯୋଗ
ଯାଜପୁର ରୋଡ଼ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଚର୍ଚ୍ଚିତ ଘଟଣା । ତ୍ରିପୁରା ରାଜ୍ୟ ପଶ୍ଚିମ ଅଗରତାଲା ଅଞ୍ଚଳର ଜଣେ…
ଦେଶରେ ‘ସ୍ୱ’ର ଜାଗରଣ ଆରଏସ୍ଏସ୍ ର ଲକ୍ଷ୍ୟ
ଭୁବନେଶ୍ୱର,୨୧/୩ : ଦୀର୍ଘ ହଜାର ବର୍ଷ ଧରି ବିଦେଶୀ ଆକ୍ରମଣ କାରଣରୁ ଦେଶର ସାମାଜିକ, ଆର୍ଥିକ, ସାଂସ୍କୃତିକ ଓ ଧାର୍ମିକ ବ୍ୟବସ୍ଥା…
୬ ୟୁଟୁ୍ୟବ ଚ୍ୟାନେଲକୁ ବ୍ଲକ୍ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଖାଲିସ୍ତାନ ସମର୍ଥନ ଭାବନାକୁ ବଢାଉଥିବା ୬ ୟୁଟ୍ୟୁବ ଚ୍ୟାନେଲ ଗୁଡିକୁ ସରକାରଙ୍କ ନିଦେ୍ର୍ଦଶ ପରେ ମାର୍ଚ୍ଚ ୧୦ ତାରିଖ ଦିନ…
ବିଏସଏଫରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଉଚ୍ଚାକାକ୍ଷୀ ସ୍କିମ ଅଗ୍ନିପଥ ଯୋଜନାରେ ଏକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି କେନ୍ଦ୍ର ସରକାର । ବିଏସଏଫରେ ଖାଲିପଦପୀରେ…