ଭୁବନେଶ୍ୱର: ଭାରତର ସମ୍ବିଧାନ ପ୍ରଣେତା ଭାରତରନô ବାବାସାହେବ ଡଃ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ସକାଳେ…
Category: Odia News
ଇଞ୍ଚେ ଜାଗା କେହି ନେଇପାରିବେନି
ମିଆଁମାର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସୋମବାର ଅରୁଣାଚଳ ପ୍ରଦେଶର କିବିଥୋ ଠାରେ ‘ବାଇବ୍ରେଣ୍ଟ ଭିଲେଜ କାର୍ଯ୍ୟକ୍ରମ’ ଏବଂ ବିଭିନ୍ନ ବିକାଶମୂଳକ…
ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ପ୍ରତିଷ୍ଠା ଦିବସ
ଭୁବନେଶ୍ୱର: ରବିବାର ଭାରତ ବିକାଶ ପରିଷଦ ବାଣୀବିହାର ଶାଖା ୭ମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି…
ରାମନାମରେ କମ୍ପିଲା ସହର
ନିମାପଡା: ନିମାପଡା ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ଏକ ଶୋଭାଯାତ୍ରା ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ବଜରଙ୍ଗ…
ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ପଣ୍ଡ
ଶ୍ରୀନଗର: ଜାମ୍ମୁ-କାଶ୍ମୀରର ପୁ‚ ଜିଲ୍ଲାରେ ରବିବାର ଏଲ୍ଓସି ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ସୁରକ୍ଷାବଳ ପଣ୍ଡ କରିବା ସହ ଜଣେ ପାକିସ୍ତାନୀ…
ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ପ୍ରୟାସ ଜାରି
ନୂଆଦିଲ୍ଲୀ: ଭାରତ ସରକାର ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭର କରିବା ପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି । ସରକାର ଏଥିପାଇଁ…
ଆଠଗାଁ ଠାରେ ସନ୍ଥ ରବିଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ
ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଆଠଗାଁ ରବିଦାସ ନଗର ଠାରେ ସନ୍ଥ ଶିରୋମଣି ରବି ଦାସଙ୍କ ଏପ…
ବାଲିଚନ୍ଦ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୪ ତମ ବାର୍ଷକ ଉତ୍ସବ
ବାଲିଚନ୍ଦ୍ରପୁର : ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାଲିଚନ୍ଦ୍ରପୁର ତାର ୩୪ ତମ ବାର୍ଷିକ ଉସôବ ବିଦ୍ୟାମନ୍ଦିରର…
‘ଯୋଗ’ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କର୍ଣ୍ଣାଟକୀ ଯୁବକ କ୍ରିଷ୍ଣା
ବାଲେଶ୍ୱର: କର୍ଣ୍ଣାଟକ ରାଜ୍ୟର ମହୀଶୂର ସହରର ଯୁବକ କ୍ରିଷ୍ଣା ନାୟକ ପଦଯାତ୍ରାରେ ବାହାରି ସମଗ୍ର ଦେଶ ପରିକ୍ରମା କରିବା ଅବସରରେ ପାଞ୍ଚ…
ବେଲଗୁଣ୍ଠାରେ ପଞ୍ଚୁଦଣ୍ଡ ମହାମିଳନ: ୧୫ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ
ବେଲଗୁଣ୍ଠା: ବେଲଗୁଣ୍ଠା କଂସାରି ସାହିରେ ଗଞ୍ଜାମର ପ୍ରସିଦ୍ଧି ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କଂସାରି ସାହିର ମାନସିକଧାରୀ…