ଏନ୍‌କାଉଣ୍ଟରରେ ଟଳିଛନ୍ତି ୮ ମାଓବାଦୀ

ରାୟପୁର: ଛତିଶଗଡ଼ ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ହୋଇଛିଏନ୍‌କାଉଣ୍ଟର । ରାଜ୍ୟ ପୁଲିସ ଏବଂ ସିଆର୍‌ପିଏଫ୍‌ର କୋବ୍ରା ଯବାନ୍‌ଙ୍କୁ ମିଳିଛି ବଡ଼ସଫଳତା…

ମତଦାନ ପ୍ରକ୍ରିୟା ଦେଖିଲେ ୨୩ ଦେଶର ୭୫ ଜଣ ପ୍ରତିନିଧି

ନୂଆଦିଲ୍ଲୀ : ଭାରତରେ ୨୦୨୪ ସାଧାରଣ ନିର୍ବାଚନରେ ମତଦାନ ପ୍ରକ୍ରିୟାକୁ ପ୍ରତ୍ୟକ୍ଷ ଭାବେ ଦେଖିଥିବାରୁ ବିଭିନ୍ନ ଦେଶରୁ ଆସିଥିବା ଅନ୍ତର୍ଜାତୀୟ ପ୍ରତିନିଧିମାନେ…

ପୋଷ୍ଟାଲ ବାଲଟରେ ଭୋଟ ଦେଲେ ଗଣମାଧ୍ୟମ ପ୍ରତିନିଧି

ମାଲକାନଗିରି: ଆସନ୍ତା ୧୩ ତାରିଖ ରେ ହେବାକୁ ଥିବା ନିର୍ବାଚନ ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥର କରି ୨୭…

‘ଗଛକଟା ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ’

ବରିଷ୍ଠ ଶିକ୍ଷାବିତ୍‍ମାନଙ୍କ ନିବେଦନକଟକ, ତା୧୦ା୫- ରାଜ୍ୟର ୨୦ଜଣ ବରିଷ୍ଠ ଶିକ୍ଷାବିତ୍‍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖି ରାଜ୍ୟରେ…

ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଓଡ଼ିଶାରୁ ପାଇଲେ ଭାଗବତ ପ୍ରଧାନ ଓ ବିନୋଦ ମହାରଣା

ନୂଆଦିଲ୍ଲୀ: ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଗୁରୁବାର ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…

ନେପାଳ ଜନସଂଖ୍ୟା ବୃଦ୍ଧିରେ ଲାଗିଲା ରୋକ୍‌

ନୂଆଦିଲ୍ଲୀ : ନେପାଳର ଜନସଂଖ୍ୟା ବୃଦ୍ଧି କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ଦଶନ୍ଧିରେ ନେପାଳର ଜନସଂଖ୍ୟା ଅଭିବୃଦ୍ଧି ହାର…

ଭାରତ ପାଇଁ ଆମେରିକାକୁ ଗାଳିକଲା ରୁଷ

ମସ୍କୋ/ନୂଆଦିଲ୍ଲୀ : ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରୁପନ୍ତୱନ୍ତ ସିଂ ପନ୍ନୁ ମାମଲାରେ ରୁଷିଆ ଭାରତର ସପକ୍ଷରେ ଯୁକ୍ତି ବାଢିଛି । ପନ୍ନୁଙ୍କୁ…

ଇସଲାମ୍ ବିବାହରେ ଲିଭ୍‌-ଇନ୍‌କୁ ଅନୁମୋଦନ ନାହିଁ

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ଗତ ବୁଧବାର ଦିନ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଜଣେ ବିବାହିତ ମୁସଲମାନ ଦମ୍ପତି…

ଦେଶରେ ୫୬% ରୋଗର କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟ

ନୂଆଦିଲ୍ଲୀ: ଅନହେଲଦି ଡାଏଟ ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଦେଶର ୫୬.୪ ପ୍ରତିଶତ ରୋଗର କାରଣ । ଏନେଇ ଆଇସିଏମଆର ଏକ ସଦ୍ୟତମ…

୧୦୦ରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ

ଆସିକା: ଆସିକା ମହିଳା ଓ ଶିଶୁ ମଙ୍ଗଳ ବିଭାଗର ଅଜବ ନୀତି ଦେଖିବାକୁ ମିଳିଛି ଆସିକା ବ୍ଲକରେ । ପ୍ରାୟ ୧୦୦…