ଆଜି ସୁନାବେଶ

ସୁନାବେଶ ପାଇଁ ପୁରୀରେ ସକାଳୁ ପ୍ରବଳ ଭିଡ଼। ଗତକାଲି ରାତିରୁ ହିଁ ବହୁ ସଂଖ୍ୟାରେ ଭକ୍ତଙ୍କର ସୁଅ ଛୁଟିଛି। ସୁନାବେଶ ପାଇଁ…

ସୋମବାର ଦିନ  ଅଧରପଣା

ସୋମବାର ଦିନ ଘୋଷ ଯାତ୍ରାରେ ଅଧରପଣା ନୀତି । ବଡ଼ ଓଡ଼ିଆ ମଠରୁ ଆସିଥିବା ପଣା ତିନି ରଥ ଉପରେ ଶ୍ରୀଜିଉଙ୍କଠାରେ…

ବ୍ରିକ୍ସ ସମ୍ମିଳନୀରେ ଆତଙ୍କବାଦକୁ ନେଇ ବିଶ୍ବ ସମୁଦାୟକୁ ପ୍ରଧାନମନ୍ତ୍ରୀଙ୍କ ଚରମବାଣୀ

ବ୍ରାଜିଲର ରିଓ ଡି ଜେନେରିଓରେ ୧୭ତମ ବ୍ରିକ୍ସ ଶିଖର ସମ୍ମିଳନୀ ଆରମ୍ଭ । ସମ୍ମିଳନୀରେ ପ୍ରଥମ ଦିନରେ ଆୟୋଜକ ବ୍ରାଜିଲର ରାଷ୍ଟ୍ରପତି…

ଦଲାଇ ଲାମା ୯୦ ବର୍ଷରେ ପାଦ ଥାପିଲେ

୯୦ ବର୍ଷରେ ପାଦ ଥାପିଲେ ଦଲାଇ ଲାମା । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିରଣ ରିଜିଜୁଙ୍କ ସମେତ ବହୁ…

ଧର୍ମ ପରିବର୍ତ୍ତନ ନେଇ ରଙ୍ଗାମାଟିଆରେ ଉତ୍ତେଜନା

ଧର୍ମ ପରିବର୍ତ୍ତନ ନେଇ ରଙ୍ଗାମାଟିଆରେ ଉତ୍ତେଜନାହାଟଡିହି: ଧର୍ମାନ୍ତରୀକରଣକୁ ନେଇ ସୋସୋ ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗାଁରେ ଉତ୍ତେଜନା ଲାଗିରହିଛି । ଏ…

ଚମ୍ପୁଆ ଉପଖଣ୍ଡରେ ଦିନକୁଦିନ ଖ୍ରୀଷ୍ଟ ଧର୍ମପ୍ରଚାର ବଢିବାରେ ଲାଗିଛି

ଚମ୍ପୁଆ ଉପଖଣ୍ଡରେ ବଢୁଛି ଧମାନ୍ତରୀକରଣଚମ୍ପୁଆ: ଚମ୍ପୁଆ ଉପଖଣ୍ଡରେ ଦିନକୁଦିନ ଏକ ନିର୍ଦ୍ଦିଷ୍ଟ ଧର୍ମପ୍ରଚାର ବଢିବାରେ ଲାଗିଛି। ଯାହାଫଳରେ ଗ୍ରାମାଞ୍ଚଳଗୁଡିକରେ ସାମାଜିକ ବାତାବରଣ…

ବୃହତ ତିବ୍ଦତୀୟ ଶରଣାର୍ଥୀ ସମ୍ପ୍ରଦାୟର ଘର ଭାରତ ହୋଇଥିଲେ ବି ଭାରତ ସରକାର କିନ୍ତୁ ଏହି ପ୍ରସଙ୍ଗରେ ଏକ ନିରପେକ୍ଷ ମନୋଭାବ ବଜାୟ ରଖିଛି

ବର୍ତ୍ତମାନ ତିବ୍ଦତୀୟ ଆଧ୍ୟାତ୍ମିକ ନେତୃତ୍ୱ ଏବଂ ଦଲାଇ ଲାମାଙ୍କ ପ୍ରତିଷ୍ଠାନର ଭବିଷ୍ୟତ ସମ୍ପର୍କରେ ବିଶ୍ୱରେ ଚର୍ଚ୍ଚା ହେଉଛି। ତେବେ ନିର୍ବାସିତ ତିବ୍ଦତୀୟ…

ବାହୁଡ଼ା ପୂର୍ବରୁ ପୁରୀକୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆସନ୍ତାକାଲି ବାହୁଡ଼ା ଯାତ୍ରା । ଏହାକୁ ସୁରୁଖୁରୁରେ ସାରିବା ପାଇଁ ରାଜ୍ୟ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଇଥିବା ବେଳେ ବାହୁଡ଼ା ପୂର୍ବରୁ…

ଅପରେସନ ସିନ୍ଦୂର’ ସମୟରେ ଭାରତ ଗୋଟିଏ ସୀମାରେ ତିନି ଶତ୍ରୁଙ୍କ ସହ ଲଢ଼େଇ କରୁଥିଲା

ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ବିଳମ୍ବିତ ରାତିରେ, ତିନି ବାହିନୀ- ସ୍ଥଳସେନା, ନୌସେନା…

ମହାପ୍ରଭୁଙ୍କ ଜନ୍ମବେଦିରେ ଶେଷ ଦର୍ଶନ 

ଆଜି ଜନ୍ମବେଦିରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଏହା ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ଥିଲା। ନବଦିନାତ୍ମକ ଶ୍ରୀଗୁଣ୍ଡିଚା…