ଦିବ୍ୟା ଦେଶମୁଖଙ୍କର ସଫଳତା ଅନେକ ଲୋକଙ୍କୁ ପ୍ରେରିତ କରିବ

ଗ୍ରାଣ୍ଡମାଷ୍ଟର ହେବା ପାଇଁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିବ୍ୟା ଦେଶମୁଖଙ୍କୁ କେବଳ ୨୦୨୫…

ଗ୍ରାମାଞ୍ଚଳ, ସହରାଞ୍ଚଳ, ଉଦ୍ୟୋଗ ଏବଂ ଖୁଚୁରା କ୍ଷେତ୍ରର ଗ୍ରାହକମାନଙ୍କ ସହିତ ପୁନଃସଂଯୋଗ ସ୍ଥାପନ

କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ଏମ୍. ସିନ୍ଧିଆ ନୂଆଦିଲ୍ଲୀରେ ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସଏନଏଲ )ର ମୁଖ୍ୟ ମହାପ୍ରବନ୍ଧକ…

୨୦୨୫ ଫିଡେ ମହିଳା ବିଶ୍ୱ ଚେସ ଚାମ୍ପିଅନ ହୋଇଥିବାରୁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ର ଫିଡେ (ଏଫ୍‌ଆଇଡିଇ) ମହିଳା ବିଶ୍ୱ ଚେସ ଚାମ୍ପିଅନ୍ ହୋଇଥିବାରୁ ଦିବ୍ୟା ଦେଶମୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି…

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି

ଭାରତ-ଯୁକ୍ତରାଜ୍ୟ ବ୍ୟାପକ ଅର୍ଥନୈତିକ ଏବଂ ବାଣିଜ୍ୟ ରାଜିନାମା ଯୋଗୁଁ ୩ ବର୍ଷରେ ୫୦% ବୃଦ୍ଧି ପାଇବ ଭାରତର କୃଷି ରପ୍ତାନି ନୂଆଦିଲ୍ଲୀ : ଭାରତ-ଯୁକ୍ତରାଜ୍ୟ…

ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ (ଡିଆରଏମ) ଭାବରେ ଆଲୋକ ତ୍ରିପାଠୀଙ୍କ ଯୋଗଦାନ

998 ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା (IRTS)ର ବରିଷ୍ଠ ଅଧିକାରୀ ଶ୍ରୀ ଆଲୋକ ତ୍ରିପାଠୀ ପୂର୍ବତଟ ରେଳପଥ ଖୋର୍ଦ୍ଧା ରୋଡ୍…

ଶିକ୍ଷାର ଲକ୍ଷ୍ୟ ହେଉଛି ମଣିଷର ଚରିତ୍ର ଗଠନ ଏବଂ ବ୍ୟକ୍ତିତ୍ୱର ସାମଗ ବିକାଶ – ଡକ୍ଟର ମୋହନ ଭାଗବତ

ଶିକ୍ଷାର ଲକ୍ଷ୍ୟ ହେଉଛି ମଣିଷର ଚରିତ୍ର ଗଠନ ଏବଂ ବ୍ୟକ୍ତିତ୍ୱର ସାମଗ ବିକାଶ – ଡକ୍ଟର ମୋହନ ଭାଗବତ ରାଷ୍ଟ୍ରୀୟ ସ୍ୱୟଂସେବକ…

ଆଗାମୀ ପିଢ଼ି ଭାରତକୁ ସୁନା ପକ୍ଷୀ ଭାବରେ ନୁହେଁ ବରଂ ଏକ ସୁନା ସିଂହ ଭାବରେ ଦେଖିବାକୁ ଚାହାଁନ୍ତି

କେରଳର ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍‌ରେ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ଦ୍ୱାରା ଶିକ୍ଷାରେ ଭାରତୀୟତା ବିଷୟ ଉପରେ ଆୟୋଜିତ…

ଭାରତର ମହାନ ସମ୍ରାଟ ରାଜେନ୍ଦ୍ର ଚୋଳ-ପ୍ରଥମଙ୍କ ସମ୍ମାନାର୍ଥେ ଏକ ସ୍ମାରକୀ ମୁଦ୍ରା ଜାରି 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାମିଲନାଡୁର ଗଙ୍ଗଇକୋଣ୍ଡା ଚୋଳପୁରମ ମନ୍ଦିରରେ ଆଦି ତିରୁବଥିରାଇ ମହୋତ୍ସବକୁ ସମ୍ବୋଧିତ କରିଥିଲେ । ସର୍ବଶକ୍ତିମାନ ଭଗବାନ ଶିବଙ୍କୁ…

ଉତ୍ତରାଖଣ୍ଡର ହରିଦ୍ୱାରରେ ଦଳାଚକଟା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ମନ୍ଦିର ରାସ୍ତାରେ ଦଳାଚକଟା ଯୋଗୁ ଜୀବନହାନି ଘଟଣାରେ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି: “ଉତ୍ତରାଖଣ୍ଡର ହରିଦ୍ୱାରସ୍ଥିତ ମନସା ଦେବୀ ରାସ୍ତାରେ ଦଳାଚକଟା ଯୋଗୁ ଜୀବନହାନି ଘଟଣାରେ ଗଭୀର ଦୁଃଖିତ । ସମ୍ପର୍କୀୟଙ୍କୁ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ମୋର ସମବେଦନା । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ପ୍ରଭାବିତମାନଙ୍କୁ ସ୍ଥାନୀୟ ପ୍ରଶାସନ ଯଥାସମ୍ଭବ ସହାୟତା କରୁଛି: ପ୍ରଧାନମନ୍ତ୍ରୀ @narendramodi”

ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଡକ୍ଟର ଏପିଜେ ଅବଦୁଲ କଲାମଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟି ସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାଗଦର୍ଶକ ଏବଂ ଜରେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ । ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି; “ପୂର୍ବତନ ରାଷ୍ଟ୍ରପତି ତଥା ଆମର ପ୍ରିୟ ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ପୂଣ୍ୟତଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି । ତାଙ୍କୁ ଜଣେ ପ୍ରେରଣାଦାୟକ ଦୂରଦୃଷ୍ଟିସମ୍ପନ୍ନ, ଉତ୍କୃଷ୍ଟ ବୈଜ୍ଞାନିକ, ମାର୍ଗଦର୍ଶକ ଏବଂ ଜଣେ ମହାନ ଦେଶପ୍ରେମୀ ଭାବରେ ମନେ ରଖାଯାଏ । ଆମ ଦେଶ ପ୍ରତି ତାଙ୍କର ସମର୍ପଣ ଅନୁକରଣୀୟ ଥିଲା । ତାଙ୍କର ଚିନ୍ତାଧାରା ଭାରତର ଯୁବପିଢ଼ିଙ୍କୁ ଏକ ବିକଶିତ ଏବଂ ସଶକ୍ତ ଭାରତ ଗଠନ ଦିଗରେ ଯୋଗଦାନ ଦେବାକୁ ପ୍ରେରଣା ଯୋଗାଇ ଥାଏ ।”