Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
Contributor, Author at ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା - Page 325 of 356

ନ୍ୟାୟ ଅପେକ୍ଷାରେ ମୁକେଶ ଜୈନ

ଟାଙ୍ଗୀ-ଚୌଦ୍ୱାର: ଗତ ବର୍ଷ ସୋସିଆଲ ମିଡ଼ିଆ ଖବର ପ୍ରକଶକୁନେଇ ଓଡିଶା ପୋଲିସ ଦାରାସେନା ରାଷ୍ଟୀୟ ସଭାପତି ମୁକେଶ ଜୈନଙ୍କୁ ଗୋଟିଏ ଘଟଣାକୁ…

ହିଲାରୀଙ୍କ ସାପ ପ୍ରସଙ୍ଗ ଓ ପେଶାବରରେ ଆକ୍ରମଣ

-ଡ. ସମନ୍ୱୟ ନନ୍ଦ-ଆମେରିକାର ତକ୍ରାଳୀନ ବୈଦେଶିକ ମନ୍ତ୍ରୀ ହିଲାରୀ କ୍ଲିଂଟନ ୨୦୧୧ ମସିହାରେ ପାକିସ୍ତାନ ଗସ୍ତରେ ଆସିଥିଲେ । ସେତେବେଳେ ସେ…

ପ୍ରଭୁ ରାମଙ୍କ ପ୍ରତିମୂର୍ତି ପାଇଁ ମାତା ସୀତାଙ୍କ ଦେଶରୁ ଆସିଛି ଶାଳଗ୍ରାମ ଶିଳା

ନୂଆଦିଲ୍ଲୀ: ଅଯୋଧ୍ୟାରେ ପହଁଚିଲା ଶାଳଗ୍ରାମ ଶିଳା । ପ୍ରଭୁ ରାମଙ୍କ ପ୍ରତିମୂର୍ତି ପାଇଁ ମାତା ସୀତାଙ୍କ ଦେଶରୁ ଆସିଛି ଶାଳଗ୍ରାମ ଶିଳା…

ଟଙ୍କା ଓ ଅସ୍ତ୍ରଶସ୍ତ ବନ୍ଦ ତ-କାଶ୍ମୀରରେ ଜିହାଦ ବନ୍ଦ

ମୁଜାଫରାବାଦ : ଯଦି ଟଙ୍କା ଓ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ନାହିଁ, ତେବେ କଶ୍ମୀରରେ ଜିହାଦ ହୋଇପାରିବନାହିଁ । ପାକିସ୍ତାନର ଗୁଇନ୍ଦା…

ପାକିସ୍ତାନକୁ ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ ଝଟ୍କା

ଇସ୍ଲାମାବାଦ : ଆର୍ଥôକ ସଂକଟରେ ପଡ଼ିଥିବା ପାକିସ୍ତାନକୁ ଏକ ଝଟକା ଦେଇଛି ଅନ୍ତର୍ଜାତୀୟ ମୁ୍ଦ୍ରାପାଣ୍ଠି (ଆଇଏମଏଫ) । ପାକିସ୍ତାନ ସରକାରଙ୍କ ପକ୍ଷରୁ…

୧୫ ଦଫା ଦାବି ନେଇ ବିଶାଳ ଛାତ୍ର ଶୋଭାଯାତ୍ରା

ଭଦ୍ରକ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି), ଭଦ୍ରକ ଜିଲ୍ଲା ତରଫରୁ ପରିଷଦର ୭୫ ବର୍ଷ ଅମୃତ ମହୋତ୍ସବ ଅବସରରେ ଜିଲ୍ଲାର ବିଭିନ୍ନ…

ନିଜ ସମସ୍ୟା ନିଜେ ସମ୍ଭାଳ: ପାକିସ୍ତାନକୁ କହିଲା ତାଲିବାନ

କାବୁଲ : ପାକିସ୍ତାନର ପେଶାୱରରେ ହୋଇଥିବା ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଏହି…

ବ୍ରିଟେନରେ ଦରମା ବୃଦ୍ଧି ନେଇ ରାଜରାସ୍ତାରେ କର୍ମଚାରୀ

ବ୍ରିଟେନ୍ : ବ୍ରିଟେନରେ ଦୀର୍ଘ ୧୦ ବର୍ଷ ପରେ ଦେଖିବାକୁ ମିଳିଛି ବଡ ଧର୍ମଘଟ । ପ୍ରଭାବିତ ହୋଇଛନ୍ତି ଅନେକ ଶିକ୍ଷାନଷ୍ଠାନ…

ଗୋଆ ନିର୍ବାଚନ ପ୍ରଚାରରେ ଦିଲ୍ଲୀ ଅବକାରୀ ଟଙ୍କା : ଇଡି

ନୂଆଦିଲ୍ଲୀ: ଗୋଆ ନିର୍ବାଚନ ପ୍ରଚାରରେ ଦିଲ୍ଲୀ ଅବକାରୀ ଦୁର୍ନୀତିରୁ ଆୟ କରିଥିବା ଟଙ୍କା ଲଗାଇଥିଲା ଆପ୍ । ଫେବୃଆରୀ ୨ ତାରିଖ…

‘ଇସଲାମ ନଗର’ ନାମ ହେଲା‘ଜଗଦୀଶପୁର’

ଭୋପାଳ: ମଧ୍ୟପ୍ରଦେଶ ସରକାର ଭୋପାଳ ଜିଲ୍ଲାରେ ଅବସ୍ଥିତ ଇସଲାମ ନଗର ଗ୍ରାମକୁ ଜଗଦୀଶପୁର ନାମରେ ନାମିତ କରିଛନ୍ତି । ଏବଂ ସରକାରଙ୍କର…