ଜ୍ଞାନବାପି ସେଲାରରେ ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ବାରାଣସୀର ଜ୍ଞାନବାପି ମସ୍‌ଜିଦ ଦକ୍ଷିଣ ପାର୍ଶ୍ୱ ସେଲାରରେ ହିନ୍ଦୁମାନେ ଚଳାଇଥିବା ପୂଜାର୍ଚ୍ଚନାରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ସୋମବାର ମନା…

ପାଞ୍ଚ ତାରକା ହୋଟେଲର ରହିପାରିବେ ନାହିଁ ଷ୍ଟାର ପ୍ରଚାରକ : ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଲୋକ ସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଆସୁଥିବା ଷ୍ଟାର ପ୍ରଚାରକମାନେ ଆଉ ବିଳାସପୂର୍ଣ୍ଣ ପାଞ୍ଚ ତାରକା ହୋଟେଲର…

ଇଚ୍ଛା ଶକ୍ତି ଥିଲେ ଜଣେ ସଫଳତାର ଶୀର୍ଷରେ ପହଁଚି ପାରିବ

ଇଚ୍ଛା ଶକ୍ତି ଥିଲେ ଜଣେ ସଫଳତାର ଶୀର୍ଷରେ ପହଁଚି ପାରିବ ମାଲକାନଗିରି: ନିଜର ଇଚ୍ଛା ଶକ୍ତି ଥିଲେ ଜଣେ ସଫଳତାର ଶୀର୍ଷରେ…

ଓଡ଼ିଶାର ୫୧୦୯.୩୩ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ

ଭୁବନେଶ୍ୱର- ୨୦୨୪ ମସିହା ମାର୍ଚ୍ଚ ମାସରର ମୋଟ ଜ୍‌ିଏସଟି (କେନ୍ଦ୍ରୀୟ ଜ୍‌ିଏସଟି + ସମନ୍ୱିତ ଜ୍‌ିଏସଟି + ରାଜ୍ୟ ଜ୍‌ିଏସଟି +…

ଜ୍ଞାନବ୍ୟାପି ମସ୍‌ଜିଦର ବେସମେଣ୍ଟରେ ଜାରି ରହିବ ପୂଜାର୍ଚ୍ଚନା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜ୍ଞାନବ୍ୟାପି ମସଜିଦର ବ୍ୟାସ ବେସମେଣ୍ଟରେହିନ୍ଦୁମାନଙ୍କର ପୂଜା କରିବାକୁ ବିରୋଧରେ ମସଜିଦ୍ କମିଟିରଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବେସମେଣ୍ଟରେପୂଜା…

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ସଂସଦ ପକ୍ଷରୁ ଓଡ଼ିଶା ଦିବସ ପାଳିତ

ପାରଳାଖେମୁଣ୍ଡି: ୮୯ତମ ଓଡ଼ିଶା ଦିବସ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପାରଳାଖେମୁଣ୍ଡି ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି…

ଧଳାଜହର ଓ ଗୋମାଂସ ଚାଲାଣକାରୀଙ୍କ ଭୂସ୍ୱର୍ଗ ପାଲଟିଛି ଚାରିଛକ

ନିମାପଡ଼ା : ନିମାପଡା ବ୍ଲକ ଚାରିଛକ ଥାନା ଅଞ୍ଚଳରେ ଆଇନ ସେବା ବିପର୍ଯ୍ୟୟ ହୋଇପଡୁଥିବା ବେଳେ ଚାରିଛକ ପାଲଟିଛି ନିଶା ବେପାରୀଙ୍କ…

ଆଉ ଚାଲିବନି ପେଟ୍ରୋଲ-ଡିଜେଲ୍ ଗାଡ଼ି!

ନୂଆଦିଲ୍ଲୀ: ୩୬ କୋଟି ପେଟ୍ରୋଲ ଏବଂ ଡିଜେଲ ଗାଡିରୁ ଦେଶକୁ ମୁକ୍ତି ଦେବା ପାଇଁ ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ…

ଭାରତ ବଜାରରେ ଚୀନ୍‌ର ନକଲି ରସୁଣ ; ହାଇଆଲର୍ଟ ଜାରି

ନୂଆଦିଲ୍ଲୀ: ଭାରତୀୟ ଖୁଚୁରା ବଜାରରେ ରସୁଣ ଦର ଏବେ କିଲୋଗ୍ରାମ୍ ପିଛା ୨୦୦ ଟଙ୍କାରୁ ୨୪୦ ଟଙ୍କା ମଧ୍ୟରେ ରହିଛି ।…

ପଣ୍ୟ କାରବାରରେ ବୃହତ ବନ୍ଦର ମଧ୍ୟରେ ୧ନମ୍ବର ସ୍ଥାନ ହାସଲ କଲା ପାରାଦୀପ ବନ୍ଦର

ପାରାଦୀପ- ଗତ ଆର୍ôଥକ ବର୍ଷ ୨୦୨୩-୨୪ ରେ ଅବିଶ୍ୱାସନୀୟ ୧୪୫.୩୮ ନିୟୁତ ମେଟ୍ରିକ ଟନ୍ ପଣ୍ୟ କାରବାର କରି ପାରାଦୀପ ବନ୍ଦର…