ଭାରତରେ ୮% ହ୍ରାସ ପାଇଛି ହିନ୍ଦୁମାନଙ୍କ ଜନସଂଖ୍ୟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୫୦ ରୁ ୨୦୧୫ ମଧ୍ୟରେ…

ପଛୁଆ ବର୍ଗର ସଂରକ୍ଷଣ କାଟିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରୁଛି

ପଛୁଆ ବର୍ଗର ସଂରକ୍ଷଣ କାଟିବା ପାଇଁ କଂଗ୍ରେସ ଦଳ କାର୍ଯ୍ୟ କରୁଛି ଲଖିମପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଦିନ…

ଗୁହାଳରୁ ଗାଈ ଚୋରି ଅଭିଯୋଗ-ମହମ୍ମଦ ମିରାଜ ଖାନ ସମେତ ୩ଜଣ ଗିରଫ

ରାଉରକେଲା : ରଘୁନାଥପଲ୍ଲୀ ଥାନା ଅଞ୍ଚଳରେ ଥିବା ଜଲଦା ଫାଣ୍ଡି ଅଞ୍ଚଳରେ ରହୁଥିବା ଅଜୟ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଗୁହାଳରୁ…

ନୌସେନାକୁ ସ୍ୱତନ୍ତ୍ର ଆଲୟ ଷ୍ଟିଲ ସିଟ୍ ଯୋଗାଉଛି ଜିନ୍ଦଲ

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଷ୍ଟେନଲେସ୍ ଇସ୍ପାତ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ୍ ଘୋଷଣା କରିଛି ଯେ ନୌସେନାର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ…

ବୌଷୟିକ ତ୍ରୁଟି ପାଇଁ ସୁନୀତାଙ୍କ ମହାକାଶ ଯାତ୍ରା ସ୍ଥଗିତ

ନୂଆଦିଲ୍ଲୀ: ମହାକାଶଚାରୀ ସୁନୀତାୱିଲିୟମ୍ସଙ୍କ ତୃତୀୟ ଥର ପାଇଁ ମହାକାଶଯାତ୍ରା ଅଟକି ଯାଇଛି । ଭାରତୀୟ ବଂଶୋଦଭବ ଆମେରିକୀୟମହାକାଶଚାରୀ ସୁନୀତା ୱିଲିୟମ୍ସଙ୍କଉଡ଼ାଣ ସମୟରେ…

ସୀମାନ୍ତରେ ଦୁଇ ଲକ୍ଷ ଇନାମୀ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ସୁକୁମା ଜିଲ୍ଲା ପୋଲିସ ନିକଟରେ ଦୁଇଲକ୍ଷ ଇନାମୀ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତିା…

ଦୁର୍ଦ୍ଦାନ୍ତ ମାଓବାଦୀର ଆତ୍ମସମର୍ପଣ

କନ୍ଧମାଳ: କେକେବିଏନ୍ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ମଙ୍ଗଳବାର ଆତ୍ମସମର୍ପଣ କରିଛି । ସେ ବିଭିନ୍ନ ହିଂସାକାଣ୍ଡରେ ସଂପୃକ୍ତ ଥିବା…

କୁଲଗାମରେ ଏନ୍‌କାଉଣ୍ଟର୩ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ସାଧାରଣ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ପାକ୍ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ରୀତିମତ ପ୍ରୟାସ ଆରମ୍ଭ କରିଛନ୍ତି । ସେମାନେ…

ମତଦାନ କରିବା କୌଣସି ସାମାନ୍ୟ ଦାନ ନୁହେଁ, ଏହାର ମହାତ୍ମ୍ୟ ରହିଛି : ପିଏମ ମୋଦି

ଅହମଦାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସକାଳେ ଅହମଦାବାଦର ରାଣୀପ ସ୍ଥିତ ନିଶାଲ ସ୍କୁଲରେ ମତଦାନ କରିବା ପରେ ମିଡିଆ…

ଓଡିଶାରେ କାର୍ତିକ ପୂର୍ଣିମା ସମୟରେ ଏକ ସପ୍ତାହ ଧରି ଚାଲୁଥିବା ବାଲିଯାତ୍ରା ଏଠାକାର ସାମୁଦ୍ରିକ ସାମର୍ଥ୍ୟକୁ ପ୍ରଦର୍ଶିତ କରେ । ମୋଦୀ ଓଡିଶାର ଏହି ସାମୁଦ୍ରିକ ସାମର୍ଥ୍ୟକୁ ବଢାଇବା ପାଇଁ କାମ କରୁଛନ୍ତି

ଭୁବନେଶ୍ୱର / ବ୍ରହ୍ମପୁର / ନବରଙ୍ଗପୁର, ତା.୦୬/୦୫: ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସୋମବାର ଦିନଓଡିଶାର ବ୍ରହ୍ମପୁର ଓ ନବରଙ୍ଗପୁରରେ…