ଚିନ୍ମୟ ପ୍ରଭୁ ଯେଉଁ ମାର୍ଗ ଦେଖାଇଛନ୍ତି ତାହାକୁ ଦିଗହରା କରିବା ଏତେ ସହଜ ନୁହେଁ

ନୂଆଦିଲ୍ଲୀ, ୨୭/୧୧: ଚିନ୍ମୟକୃଷ୍ଣ ଦାସ ବ୍ରହ୍ମଚାରୀ ନିଜ ସ୍ବରରେ ଉଷ୍ମତା ସହିତ ‘ପ୍ରଭୁ ପ୍ରଣାମ’ କହି ଅଧିକାଂଶ ଲୋକଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି।…

ଚନ୍ଦ୍ରଯାନ-୪ ଅଭିଯାନ ପାଇଁ ଭାରତ ପ୍ରସ୍ତୁତି ଚଳାଇଛି

ନୂଆଦିଲ୍ଲୀ, ୨୭/୧୧: ଆଗାମୀ ଚନ୍ଦ୍ରଯାନ-୪ ଅଭିଯାନ ପାଇଁ ଭାରତ ପ୍ରସ୍ତୁତି ଚଳାଇଛି। ଏଥିରେ ଏକ ବଡ଼ ରୋଭର ରହିବ ଯାହାର ଓଜନ…

ଗୋ–ଚାଲାଣ ଓ ଧର୍ମାନ୍ତରୀକରଣ ବନ୍ଦ କରିବା ପାଇଁ ବଜରଙ୍ଗ ଦଳର ଦାବି

ଗୋ–ଚାଲାଣ ଓ ଧର୍ମାନ୍ତରୀକରଣ ବନ୍ଦ କରିବା ପାଇଁ ବଜରଙ୍ଗ ଦଳର ଦାବିବାରିପଦା : ମୟୂରଭଞ୍ଜ ଜିଲ୍ଲା ମୁଖ୍ୟତ ବାରିପଦା ସହର ଏବଂ…

୧୦ ମାସରେ ୨୫୪ ମାଓବାଦୀ ନିହତ

୧୦ ମାସରେ ୨୫୪ ମାଓବାଦୀ ନିହତମାଲକାନଗିରି: ସୀମାନ୍ତରେ ଭୁଶୁଡୁଛି ମାଓ ସଂଗଠନ। ପୁଲିସର ଲଗାତାର ଏନ୍‌କାଉଣ୍ଟର୍, ସଚ୍ଚ ଓ କମିଂ ଅପରେସନ୍‌କୁ…

ବଜରଙ୍ଗ ଦଳ ପକ୍ଷରୁ ରକ୍ତଦାନ ଶିବିର

ବୀରମହାରାଜପୁର: ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପରେ ବଜରଙ୍ଗ ଦଳ ପକ୍ଷରୁ ହୃତାତ୍ମା ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ…

ସ୍ୱାଧୀନତା ଆନ୍ଦୋଳନରେ ସିନେମାର ବହୁତ ବଡ ଅବଦାନ ଥିଲା – ନରେନ୍ଦ୍ର ଠାକୁର

ଦୁଇ ଦିନିଆ ଅବଧ ଚିତ୍ରା ସାଧନା ଚଳଚ୍ଚିତ୍ର ମହୋତ୍ସବ ନଭେମ୍ବର ୧୬ ଓ ୧୭ ଦୁଇଦିନ ଧରି ବାବା ସାହେବ ଭୀମରାଓ…

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସେବା ସପ୍ତାହ ପାଳନ

ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ସେବା ସପ୍ତାହ ପାଳନରାୟଗଡ଼: ରାୟଗଡାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ପକ୍ଷରୁ ସେବା ସପ୍ତାହର ଶୁଭାରମ୍ଭ ହେଇଛି…

କୋଇଲିପଙ୍ଗିରୁ ୨୫ ଗୋମାତା ଉଦ୍ଧାର

କୋଇଲିପଙ୍ଗିରୁ ୨୫ ଗୋମାତା ଉଦ୍ଧାରଢେଙ୍କାନାଳ: ସହର ଥାନା ଭାପୁର ଫାଣ୍ଡି ପୁଲିସ ଗତକାଲି ରାତିରେ ଗୋରୁଚାଲାଣ ହେଉଥିବା ଏକ ଗାଡ଼ିର ପିଛା…

ବଜରଙ୍ଗ ଦଳ ପରିଚୟ ବର୍ଗ କାର୍ଯ୍ୟକ୍ରମ

ବଜରଙ୍ଗ ଦଳ ପରିଚୟ ବର୍ଗ କାର୍ଯ୍ୟକ୍ରମବୋଲଗଡ଼): ବୋଲଗଡ଼ ସରସ୍ବତୀ ଶିଶୁ ମନ୍ଦିର ଠାରେ ବଜରଙ୍ଗ ଦଳ ପରିଚୟ ବର୍ଗ ଏବଂ ବିଶ୍ଵ…

ମହାରାଷ୍ଟ୍ରର କାହାଣୀ

-ରବି ନାରାୟଣ ପଣ୍ଡାହରିଆଣା ଭଳି ମହାରାଷ୍ଟ୍ରରେ ଭାଜପା କୁ ଅପ୍ରତ୍ୟାଶିତ ବିଜୟ ମିଳିଛି । ଲଗାତାର ତୃତୀୟ ବିଜୟ ମିଳିଛି, ଯାହା…