ସମ୍ବଲପୁର ହିଂସା ଘଟଣାର ପ୍ରତିବାଦରେ କଳାହାଣ୍ଡି ବନ୍ଦ

ଭବାନୀପାଟଣା: ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ଘଟିଥିବା ହିଂସା ଘଟଣାର ପ୍ରତିବାଦରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଅଭିଭକ୍ତ…

କର୍ଲାମୁଣ୍ଡା ବ୍ଲକ୍ ରେ ବଜରଙ୍ଗ ଦଳ ପକ୍ଷରୁ ଶାନ୍ତି ପୂର୍ଣ୍ଣ ବନ୍ଦ ପାଳନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ବିଶ୍ୱହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ କର୍ଲାମୁଣ୍ଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପଦର୍ଶନ…

ନର୍ଲାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ବନ୍ଦ ପାଳିତ

ନର୍ଲା: ସମ୍ବଲପୁରଠାରେ ହନୁମାନଜୟନ୍ତୀ ପୂର୍ବରୁ ଓ ହନୁମାନଜୟନ୍ତୀ ଦିନ ଯେଉଁଭଳି ଭାବରେ ସାମ୍ପ୍ରଦାୟିକ ଦଙ୍ଗାହେଲା ସେ ଘଟଣାର ପ୍ରତିବାଦକୁ ନେଇ ବିଶ୍ୱ…

ଲହୁଣୀପଡ଼ାରେ ବନ୍ଦ ପ୍ରଭାବରେ ଦୋକାନ ବଜାର ସମ୍ପୂର୍ଣ୍ଣ ଠପ୍

ଲହୁଣୀପଡ଼ା: ଆଜି ବିଶ୍ୱହିନ୍ଦୁ ପରିଷଦ ତଥା ବଜରଙ୍ଗ ଦଳ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ସମ୍ବଲପୁରଠାରେ…

ବାମରା ରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ

ବାମରା: ସମ୍ବଲପୁର ସହରରେ ଗତ ୧୨ ଓ ୧୪ ତାରିଖ ଦିନ ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ରାଲି ସମୟରେ ହୋଇଥିବା…

ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ୍ ରେ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ

ତେନ୍ତୁଳିଖୁଣ୍ଟି: ସମ୍ବଲପୁର ହନୁମାନ ଜୟନ୍ତୀ ସଭାଯାତ୍ରା ସମୟରେ ହୋଇଥିବା ଅମାନବୀୟ ହିଂସାକାଣ୍ଡ ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଡାକରା…

ଶ୍ରୀନଗରରେ ରେ ଜି- ୨୦ ବୈଠକ ଓ ବ୍ୟତିବ୍ୟସ୍ତ ପାକିସ୍ତାନ

–ଡ. ସମନ୍ୱୟ ନନ୍ଦ–ଶ୍ରୀନଗରରେ ଭାରତ ଜି-୨୦ର ପର୍ଯ୍ୟଟନ ସମ୍ପର୍କିତ ୱାର୍କିଂ ଗ୍ରୁପର ବୈଠକ ଆଗାମୀ ମେ ମାସ ୨୨ରୁ ୨୪ ଯାଏ…

ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ

ତରଭୁଜ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ତରଭୁଜ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି…

ଭାରତର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ ହେଲା ଆମେରିକା

ନୂଆଦିଲ୍ଲୀ: ଆର୍ଥôକ ବୁଝାମଣାରେ ବୃଦ୍ଧି କାରଣରୁ ଆର୍ଥôକ ବର୍ଷ ୨୦୨୨-୨୩ରେ ଭାରତର ସବୁଠୁ ବଡ଼ ବାଣିଜ୍ୟିକ ସହଯୋଗୀ ରୂପେ ଆମେରିକା ଉଭା…

ପ୍ରତିଦିନ ୧୩,୦୦୦ ତୀର୍ଥଯାତ୍ରୀ କରିବେ କେଦାରନାଥ ଯାତ୍ରା

ନୂଆଦିଲ୍ଳୀ : ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର । ତାହାର ବାର୍ଷିକ ତୀର୍ଥଯାତ୍ରା ଏପ୍ରିଲ ୨୫ ରୁ ଆରମ୍ଭ ହେବାକୁ ଯାଉଛି ।…