ପଢେଗା ଭାରତ, ବଢେଗା ଭାରତ । ପଢେ ଭାରତ, ଜାନେ ଭାରତ । ଶିକ୍ଷାମନ୍ତ୍ରଣାଳୟର ବଡ ପଦକ୍ଷେପ ପାଇଁ ବିଶ୍ୱ ଦରବାରରେ…
Author: Contributor
ଓଡ଼ିଶା ଓ ଭାରତୀୟ ପୁସ୍ତକ ମାଧ୍ୟମରେ ଭାରତକୁ ଜାଣିଲା ବିଶ୍ୱ
ମସ୍କୋ ଇଣ୍ଟରନ୍ୟାସନାଲ ବୁକ୍ ଫେୟାରରେ ସ୍ଥାନ ପାଇଲା ଓଡିଆ ସମେତ ଦେଶର ବହୁ ନାମୀଦାମୀ ପୁସ୍ତକ । ବୁକ୍ ଫେୟାରରେ ସ୍ୱତନ୍ତ୍ର…
CCS ବୈଠକରେ ନେପାଳ ହିଂସା ଉପରେ ଚର୍ଚ୍ଚା
ଦୁର୍ନୀତିକୁ ନେଇ ବର୍ଷବର୍ଷ ଧରି କୁହୁଳିଥିବା ଜନ ଅସନ୍ତୋଷ ନେଇଛି ଭୟଙ୍କର ରୂପ । ଜନତାଙ୍କ ଦାବିକୁ ଅଣଦେଖା କରି ବିଦ୍ରୋହର…
ନେପାଳରେ ବଢୁଛି ରାଜନୈତିକ ସଂକଟ
ଅସନ୍ତୋଷ ଓ ଅଶାନ୍ତି ନିଆଁରେ ଜଳୁଛି ନେପାଳ । ହିଂସାତ୍ମକ ବିଦ୍ରୋହରେ ୨ ଦିନ ମଧ୍ୟରେ ୨୨ରୁ ଅଧିକ ଲୋକଙ୍କ ମୃତ୍ୟୁ…
ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଧୂଷୁରୀ ପୁଲିସ
ବେଆଇନ ଗୋରୁ ଚାଲାଣ, ୫ ଗିରଫଅସୁରାଳି, ୮/୯: ବେଆଇନ ଭାବେ ଗୋରୁ ଚାଲାଣ କରୁଥିବା ଅଭିଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ…
ଏବିଭିପି ଗଣମାଧ୍ୟମକୁ ଧନ୍ୟବାଦ ଦେଲା
ଏବିଭିପି ଗଣମାଧ୍ୟମକୁ ଧନ୍ୟବାଦ ଦେଲାଉତ୍କଳ ବିଶ୍ବବିଦ୍ୟାଳୟ ପ୍ରସଙ୍ଗରେ ଏବିଭିପି ପକ୍ଷରୁ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇବା ସହିତ କର୍ମକର୍ତ୍ତା କୃତଜ୍ଞତା ଜ୍ଞାପନ କରିଛନ୍ତି। ଏବିଭିପି ପକ୍ଷରୁ ରାଷ୍ଟ୍ରୀୟ…
ଏବିଭିପି ଖୋର୍ଦ୍ଧା ନଗର ସମ୍ମିଳନୀ
ଏବିଭିପି ଖୋର୍ଦ୍ଧା ନଗର ସମ୍ମିଳନୀଖୋର୍ଦ୍ଧା, ୮/୯: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଖୋର୍ଦ୍ଧା ଶାଖା ପକ୍ଷରୁ ସ୍ଥାନୀୟ ଖୋର୍ଦ୍ଧା ପାଠାଗାର…
ବଜରଙ୍ଗ ଦଳ ପକ୍ଷରୁ ଏସ୍ପିଙ୍କୁ ଦାବିପତ୍ର
ବଜରଙ୍ଗ ଦଳ ପକ୍ଷରୁ ଏସ୍ପିଙ୍କୁ ଦାବିପତ୍ରଯାଜପୁର/ପାଣିକୋଇଲି, ୮/୯ : ରାଜ୍ୟ ସରକାରଙ୍କ ଗୃହ ବିଭାଗ ନିର୍ଦ୍ଦେଶ କ୍ରମେ ଯାଜପୁର ଆରକ୍ଷୀ ଅଧୀକ୍ଷକ…
ଭୂତମୁଣ୍ଡାଇରୁ ଗୋମାଂସ ଓ ଚମଡ଼ା ଜବତ
ଭୂତମୁଣ୍ଡାଇରୁ ଗୋମାଂସ ଓ ଚମଡ଼ା ଜବତଜଗତସିଂହପୁର: କଟକ-ପାରାଦୀପ ରାସ୍ତାର ଭୂତୁମୁଣ୍ଡାଇ ନିକଟରୁ ଗୋମାଂସ ଓ ଚମଡ଼ା ସନ୍ଦେହରେ ସ୍ଥାନୀୟ ଲୋକ ଏକ…
ସଂଶୋଧିତ ଭୋଟର ତାଲିକାରେ ନାମ ଯୋଡ଼ିବା କିମ୍ବା ବାଦ୍ ଦେବା ସଂକ୍ରାନ୍ତରେ ପରିଚୟ ପ୍ରମାଣ ପାଇଁ ଆଧାର କାର୍ଡକୁ ଏକ ଦଲିଲ ଭାବରେ ଗ୍ରହଣ କରାଯିବ
ନୂଆଦିଲ୍ଲୀ: ବିହାରରେ ଭୋଟର ତାଲିକା ସଂଶୋଧନକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏଥିରେ…