ସଂଘ ସମାଜରେ ସ୍ୱାଭିମାନ, ଏକତା ଏବଂ ରାଷ୍ଟ୍ରୀୟ ଚେତନାର ପ୍ରସାର ଉପରେ ଗୁରୁତ୍ୱ ଦିଏଜୟପୁର ସୱାଇ ମାନସିଂହ ଇନଡୋର ଷ୍ଟାଡିୟମରେ ଡିସେମ୍ବର…
Author: Contributor
ଶତାବ୍ଦୀ ବର୍ଷ ଉତ୍ସବ ପାଳନର ଅବସର ନୁହେଁ, ବରଂ ଆତ୍ମମନ୍ଥନ, ଆତ୍ମାବଲୋକନ ଏବଂ ଦାୟିତ୍ୱବୋଧର ସମୟ
ଶତାବ୍ଦୀ ବର୍ଷ ଉତ୍ସବ ପାଳନର ଅବସର ନୁହେଁ, ବରଂ ଆତ୍ମମନ୍ଥନ, ଆତ୍ମାବଲୋକନ ଏବଂ ଦାୟିତ୍ୱବୋଧର ସମୟରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଶତାବ୍ଦୀ ବର୍ଷ…
ପୌଷ ମାସ-ଯୁଗାବ୍ଦ-5127-ସାଂସ୍କୃତିକ ଜାଗରଣ
ପୌଷ ମାସ-ଯୁଗାବ୍ଦ-5127-ସାଂସ୍କୃତିକ ଜାଗରଣ ପୌଷ ମାସ-ଯୁଗାବ୍ଦ-5127-ସାଂସ୍କୃତିକ ଜାଗରଣ
ଖୋର୍ଦ୍ଧାରେ ସର୍ବାଧିକ ଗୋ-ଚାଲାଣ-ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାରେ ଧରପଗଡ଼ ପୂରା ଶୂନ
ଖୋର୍ଦ୍ଧା: ପୁରୀ, ଖୋର୍ଦ୍ଧାଠୁ ଆରମ୍ଭ କରି ଜଗତସିଂହପୁର ଯାଏ… କେନ୍ଦ୍ରାଞ୍ଚଳ ପୁଲିସ ଡିଆଇଜିଙ୍କ ଅଧୀନସ୍ଥ ରାଜ୍ୟର ସାତଟି ଜିଲ୍ଲା ମଧ୍ୟରୁ ସର୍ବାଧିକ…
ସମୁଦ୍ର କୂଳ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି
ଧାମରା: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ବାଂଲାଦେଶୀ ଚିହ୍ନଟ ପାଇଁ କ୍ରମାଗତ ଭାବେ ଭଦ୍ରକ ଜିଲ୍ଲାରେ ପୁଲିସ ଚଢ଼ାଉ ଜାରି ରହିଛି। ଏହି…
ବାବ୍ରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଘୋଷଣା କରିଥିବା ହୁମାୟୁନ କବୀର ଟିଏମସିରୁ ନିଲମ୍ବିତ
ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାର ଭରତପୁର ବିଧାନସଭା ଆସନର ବିଧାୟକ ଅଛନ୍ତି ହୁମାୟୁନ୍ କବୀର । ସେ ଡିସେମ୍ବର ୬ତାରିଖରେ ବାବ୍ରୀ ମସଜିଦର…
ଏକ ରାଷ୍ଟ୍ର, ଏକ ନିର୍ବାଚନ’: ନୀତି ଆୟୋଗ ଅଧ୍ୟକ୍ଷ ଜେପିସି ସମ୍ମୁଖରେତାଙ୍କର ମତ ଉପସ୍ଥାପନ କଲେ, ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଲା….
ଏକ ରାଷ୍ଟ୍ର, ଏକ ନିର୍ବାଚନ’: ନୀତି ଆୟୋଗ ଅଧ୍ୟକ୍ଷ ଜେପିସି ସମ୍ମୁଖରେ ତାଙ୍କର ମତ ଉପସ୍ଥାପନ କଲେ, ବୈଠକ ପ୍ରାୟ ୩…
ଉତ୍କୃଷ୍ଟ ସାହିତ୍ୟ ଜଣେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ଉତ୍କର୍ଷତା ପ୍ରଦାନ କରେ
ଉଦୟପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ମାନନୀୟ ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବାଲେ କହିଛନ୍ତି ଯେ ସାହିତ୍ୟ ସମାଜକୁ ଦିଗଦର୍ଶନ ପ୍ରଦାନ କରେ।…
ତରିକୁନ୍ଦ ହାଇସ୍କୁଲ ପଛପାଖ ଦରିଆପୁର ବସ୍ତର ଅଟକ ଥିବା ସନ୍ଦିଗ୍ଧଙ୍କ ମଧ୍ୟରୁ ୧୦ ଜଣଙ୍କୁ ବାଂଲାଦେଶୀ ଭାବେ ଚିହ୍ନଟ
ବାଂଲାଦେଶୀ ଧରପଗଡ଼ ଜୋଦାର ଜଗତସିଂହପୁରରୁ ଠାବ ହେଲେଣି ୩୦ଜଣଜଗତସିଂହପୁର: ଜଗତସିଂହପୁରରେ ବାଂଲାଦେଶୀଙ୍କୁ ଠାବ କରିବା ପାଇଁ ମାରାଥନ୍ ଚଢ଼ଉ ଜାରି ରଖିଛି…
ଭଦ୍ରକ ଜିଲ୍ଲାର ୧୯ଟି ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ୩୪୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖି ଯାଞ୍ଚ
ଭଦ୍ରକ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ଜିଲ୍ଲାର ୧୯ଟି ଥାନା ଅଞ୍ଚଳରେ ଚଢ଼ଉ କରାଯାଇ ୩୪୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ…