ବିଭାଜନ, କଂଗ୍ରେସ ଏବଂ ଆମ୍ବେଦକର

– କଂଗ୍ରେସ ଦ୍ୱାରା ନିରନ୍ତର ମୁସଲିମ୍ ଲିଗ୍‌କୁ ତୁଷ୍ଟୀକରଣ କରିବାର ଯେଉଁ ନୀତି ଆପଣାଯାଇଥିଲା, ତାହାକୁ ସେହି ସମୟର ସବୁଠାରୁ ବଡ଼ ବୁଦ୍ଧିଜୀବୀ ଓ ବିଦ୍ୱାନ୍ ଡକ୍ଟର ଭୀମରାଓ ଆମ୍ବେଦକର କେବେବି ପସନ୍ଦ କରିନଥିଲେ।

– ଡକ୍ଟର ଆମ୍ବେଦକର ଅନୁଭବ କରିଥିଲେ ଯେ କଂଗ୍ରେସ ଯେକୌଣସି ପରିସ୍ଥିତିରେ ମୁସଲିମ୍ ଲିଗ୍‌କୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ଥିଲା। ସେ ସେମାନଙ୍କର ଅନୁଚିତ ଦାବିଗୁଡ଼ିକୁ ମଧ୍ୟ ସ୍ୱୀକାର କରିବା ପାଇଁ ଯେକୌଣସି ସୀମା ପର୍ଯ୍ୟନ୍ତ ନତମସ୍ତକ ହୋଇ ବୁଝାମଣା ପାଇଁ ପ୍ରସ୍ତୁତ ହୋଇଯାଉଥିଲା।

– ଡକ୍ଟର ଆମ୍ବେଦକର ଏହା ବୁଝିବାରେ ଅସମର୍ଥ ହୋଇଥିଲେ ଯେ କାହିଁକି ଗୋଟିଏ ପଟେ କଂଗ୍ରେସ ମୁସଲିମ୍ ଲିଗ୍‌ର ପ୍ରତ୍ୟେକ ଅନ୍ୟାୟପୂର୍ଣ୍ଣ ଦାବିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲା, ଅନ୍ୟପଟେ ବଞ୍ଚିତ ଓ ଶୋଷିତ ବର୍ଗକୁ ସେମାନଙ୍କର ନ୍ୟାୟସଙ୍ଗତ ଅଧିକାର ଦେବା ପାଇଁ ମଧ୍ୟ ପ୍ରସ୍ତୁତ ନଥିଲା।

– ଡକ୍ଟର ଆମ୍ବେଦକର ନିଜ ପୁସ୍ତକ “ଥଟ୍ସ ଅନ୍ ପାକିସ୍ତାନ’ ରେ ନେହେରୁ ଏବଂ ତତ୍କାଳୀନ କଂଗ୍ରେସର ମନୋଭାବର କଠୋର ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *