ପାକିସ୍ତାନକୁ ବଡ଼ ଝଟକା, ମଧ୍ୟସ୍ଥତା ପ୍ରସ୍ତାବକୁ ନା କହିଲା ଇରାନ

“ଏବେ ବିଶ୍ଵରେ ଶକ୍ତି ସଂକଟ ଦେଖା ଦେଇଛି । ଏଭଳି ସ୍ଥିତିରେ ପାକିସ୍ତାନ ସକ୍ରିୟ ଭୂମିକା ନିର୍ବାହ କରୁ । ସମଗ୍ର ବିଶ୍ଵର ନଜର ଆମ ଉପରେ ରହିଛି । ୩ ଦେଶର ବିଦେଶ ମନ୍ତ୍ରୀ ଆସିଥିଲେ, ସ୍ଵର ଶୁଭୁଥିଲା ।”

ଇରାନ ଯୁଦ୍ଧରେ ପାକିସ୍ତାନ ମଧ୍ୟସ୍ଥି ସାଜିବାକୁ ପ୍ରୟାସ କରୁଛି । ଇସଲାମାବାଦରେ ଆମେରିକା ଓ ଇରାନ ମଧ୍ୟ ଆଲୋଚନା କଥା ବି କହୁଛି । ତେବେ ଇରାନ ଏହାକୁ ଅଗ୍ରାହ୍ୟ କରିବା ସହ ଆମେରିକା ସହ କୌଣସି ସିଧାସଳକ ଆଲୋଚନାକୁ ମନା କରି ଦେଇଛି ।

Leave a Reply