ବେଆଇନ ଗୋରୁ ଚାଲାଣ ଗାଡି ପୋଲିସ ଦ୍ବାରା ଜବତବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ରେଙ୍ଗାଲି ପୁଲିସ ପକ୍ଷରୁ ବେଆଇନ ଗୋରୁ ଚାଲାଣ ଘଟଣାରେ ସ୍କର୍ପିଓ ସହିତ ୫ଟି ଗୋରୁ ଜବତ ହୋଇଛି। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ସୁନ୍ଦରଗଡ଼ ଜିଲା କୁତ୍ରା ଅଞ୍ଚଳର ଗୌତମ ନାଏକ, ସୁବୋଧ ନାଏକ ଓ ଅତୁଲ୍ୟ ନାଏକ | ସ୍କର୍ପିଓ (ସିଜି୧୨ଡି-୧୦୯୩) କୁ ଜବତ କରାଯାଇଛି।