କାର୍ଗିଲ ବିଜୟ ଦିବସରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି
୧୯୯୯ ମସିହାରେ ପାକିସ୍ତାନୀ ଆତଙ୍କବାଦୀଙ୍କ କାର୍ଗିଲରେ ଅନୁପ୍ରବେଶ ।
୧୯୯୯ ମସିହା ଜୁଲାଇ ୨୬ ତାରିଖ ଦିନ ୮୪ ଦିନର ସଂଘର୍ଷରେ ଭାରତୀୟ ସେନାର ସାହସୀ ପୁଅମାନେ ଉପଯୁକ୍ତ ଜବାବ ଦେଇ ପଡ଼ୋଶୀ ଦେଶ ପାକିସ୍ତାନକୁ ପରାସ୍ତ କରିଥିଲେ। ସେହି ବୀରମାନଙ୍କ ସ୍ମୃତିରେ ଦେଶ ଆଜି ସେହି ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି।