Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୁପ୍ପହଲ୍ଲୀ ସୀତାରମୈାୟା ସୁଦର୍ଶନଙ୍କୁ ସ୍ମରଣ କଲେ ଓଡିଶାର ରାଜ୍ୟପାଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁପ୍ପହଲ୍ଲୀ ସୀତାରମୈାୟା ସୁଦର୍ଶନଙ୍କୁ ସ୍ମରଣ କଲେ ଓଡିଶାର ରାଜ୍ୟପାଳ

ଭୁବନେଶ୍ୱର – କୁପ୍ପହଲ୍ଲୀ ସୀତାରମୈୟା ସୁଦର୍ଶନଙ୍କ ସ୍ମୃତିଚାରଣ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ନିଜର ସଂପୂର୍ଣ୍ଣ ଜୀବନ ଦେଶ ସେବାରେ ସମର୍ପିତ କରିଥିବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଂଚମ ସରସଂଘଚାଳକ, ମହାନ ବିଚାରକ ଆଦରଣୀୟ କୁପ୍ପହଲ୍ଲୀ ସୀତାରମୈୟା ସୁଦର୍ଶନଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ ।

Leave a Reply