Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜୟପୁର ସହରର ସୂର୍ଯ୍ୟ ମହଲ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପବିତ୍ର ହିନ୍ଦୁ ନବବର୍ଷ ପାଳନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜୟପୁର ସହରର ସୂର୍ଯ୍ୟ ମହଲ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପବିତ୍ର ହିନ୍ଦୁ ନବବର୍ଷ ପାଳନ


ଜୟପୁର: ଜୟପୁର ସହରର ସୂର୍ଯ୍ୟ ମହଲ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ପ୍ରଥମେ ଦୀପ ପ୍ରଜ୍ୱଳନ କରି ଚୈତ୍ର ଶୁକ୍ଳ ପ୍ରତିପଦା ପବିତ୍ର ହିନ୍ଦୁ ନବ ବର୍ଷ ପାଳନ କରାଯାଇଥିଲା । ତତ୍ ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନିୟମ ପାଳନ କରିଥିଲେ, ଭାରତର ସନାତନ ଧର୍ମର ନୀତି ନିୟମକୁ କିପରି ଭାବରେ ପାଳନ କରିବା, ୬ ଗୋଟି କାର୍ଯ୍ୟକ୍ରମରୁ ଏହା ଅନ୍ୟତମ ଏବଂ ମୁଖ୍ୟବକ୍ତା କିଛି ଅଭିଭାଷଣ ଦେଇ ସଂଘ କାହାକୁ କୁହାଯାଏ ସଂଘ କେବଳ ବ୍ୟକ୍ତିଗତକୁ ନେଇକି ତିଆରି ହୋଇନଥାଏ । ଏହା ସମୋଷ୍ଟିକୁ ନେଇ ହୁଏ ଲୋକେ ଜାନୁୟାରୀ ମାସର ପ୍ରଥମ ଦିନକୁ ନୂତନ ବର୍ଷ ବୋଲି ରାତ୍ର ମଧ୍ୟରେ ଅନିଦ୍ରା ରହି, ନାଚ ଗୀତ ଉପଭୋଗ କରିବା ଆମ ଧର୍ମର ନବ ବର୍ଷ ନୁହେଁ । ଚୈତ୍ର ଶୁକ୍ଳ ପକ୍ଷ ପ୍ରତିପଦା ହିଁ ହିନ୍ଦୁ ଧର୍ମରେ ନବ ବର୍ଷ ପାଳନ କରାଯାଏ ବୋଲି ବୁଝାଇଥିଲେ ।

Leave a Reply