ଗୋଚାଲାଣ ବେଳେ ଜବତ ହେଲା ୫୦ ଗୋରୁଙ୍କ ସହ ଦୁଇଟି ମିନିଟ୍ରକ

ଭୋଗରାଇ: ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ କମର୍ଦା ନିକଟରୁ ଜବତ ହେଲା ୫୦ଟି ଗୋରୁ ସହ ଦୁଇଟି ମିନିଟ୍ରକ । ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗକୁ ୫୦ରୁ ଉର୍ଦ୍ଧ୍ୱ ଗୋରୁ ଦୁଇଟି ମିନିଟ୍ରକରେ ଚାଲାଣ ହେଉଥିଲା ବେଳେ କୌଣସି ସୂତ୍ରରୁ ଖବର ପାଇ କମର୍ଦା ପୁଲିସ ନହରା ଛକ ନିକଟରେ ଗୋରୁ ବୋଝେଇ ଗାଡ଼ିକୁ ଅଟକାଇ ସେଥିରୁ ୫୦ଟି ଗୋରୁଙ୍କୁ ଉଦ୍ଧାର କରିଛ

Leave a Reply

Your email address will not be published. Required fields are marked *