Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମନବମୀ ଉପଲକ୍ଷେ କାଶ୍ମିର ପଣ୍ଡିତମାନେ ଶ୍ରୀନଗରରେ ବାହାର କଲେ ଶୋଭାଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମନବମୀ ଉପଲକ୍ଷେ କାଶ୍ମିର ପଣ୍ଡିତମାନେ ଶ୍ରୀନଗରରେ ବାହାର କଲେ ଶୋଭାଯାତ୍ରା

ଶ୍ରୀନଗର : ଚୈତ୍ର ନବରାତ୍ରୀ ସମାପ୍ତୀ ତଥା ରାମନବମୀ ପର୍ବକୁ କାଶ୍ମୀର ଘାଟୀରେ କାଶ୍ମୀର ପଣ୍ଡିତମାନେ ଧାର୍ମିକ ଉସôାହ ଏବଂ ଉଲ୍ଲାସ ସହିତ ପାଳି ଥିବା ଦେଖିବାକୁ ମିଳିଛି । କାଶ୍ମିର ପଣ୍ଡିତମାନେ ଗୁରବାରଦିନ ରାମନବମୀ ପାଇଁ ଶ୍ରୀନଗରରେ ଶୋଭାଯାତ୍ରାରେ ବାହାରି ଥିଲେ । କଡା ସୁରକ୍ଷା ବ୍ୟବସ୍ଥା ସହିତ ପିଲାମାନେ ପାରମ୍ପରିକ ପୋଷାକ ପରିଧାନ କରି ଏକ ଯାତ୍ରା ଶ୍ରୀନଗରର ଟୈକିପୋରା ଅଂଚଳର କଥଲେଶ୍ୱର ମନ୍ଦିର ଠାରୁ ବାହାରି ଥିଲେ ।

Leave a Reply