Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
"ଟାଟା ଷ୍ଟିଲ୍' ତିଆରି କରିବ ବନ୍ଦେ ଭାରତ ଟ୍ରେନ୍ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

“ଟାଟା ଷ୍ଟିଲ୍’ ତିଆରି କରିବ ବନ୍ଦେ ଭାରତ ଟ୍ରେନ୍


ନୂଆଦିଲ୍ଲୀ:ଗତ ୩ ବର୍ଷ ହେବ ଭାରତରେ ·ଲିବା ଆରମ୍ଭ କରିଥିବା “ବନେ୍ଦ ଭାରତ ଟ୍ରେନ୍’କୁ ଏବର୍ଷ ଦେଶର ଅଗ୍ରଣୀ ଷ୍ଟିଲ୍ କମ୍ପାନୀ “ଟାଟା ଷ୍ଟିଲ୍’ ନିର୍ମାଣ କରିବ । କମ୍ପାନୀ ଆଗାମୀ ବର୍ଷ ସୁଦ୍ଧା ଅତି କମରେ ୨୨ଟି ଟ୍ରେନ୍ ନିର୍ମାଣ କରିବ । ଏ ନେଇ ଭାରତୀୟ ରେଳବାଇ “ଟାଟା ଷ୍ଟିଲ୍’ ସହ ସ୍ୱାକ୍ଷର ବି କରିସାରିଛି । ଆଗାମୀ ୨ ବର୍ଷ ମଧ୍ୟରେ ଭାରତୀୟ ରେଳ ମନ୍ତ୍ରାଳୟ ୨୦୦ “ବନେ୍ଦ ଭାରତ ଟ୍ରେନ୍’ ନିର୍ମାଣ କରିବାର ଯୋଜନା ରଖିଛି । ଏହାଛଡ଼ା ୨୦୨୪ ମସିହାରେ ପ୍ରଥମ ତ୍ରେମାସରେ ଏହି ଟ୍ରେନର ସ୍ଲିପର୍ ଭର୍ସନ ବି ·ଲିବାର ଯୋଜନା ରହିଛି । ୨୦୧୯ ଫେବୃଆରି ୧୫ ତାରିଖରେ ଦେଶରେ ପ୍ରଥମ ବନେ୍ଦ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା । ନୂଆଦିଲ୍ଲୀରୁ ବାରଣାସୀ ମାର୍ଗରେ ଏହି ଟ୍ରେନର ଶୁଭାରମ୍ଭ କରାଯାଇଥିଲା । ୩ ବର୍ଷ ମଧ୍ୟରେ ରେଳବାଇ ଦେଶର ୧୦ଟି ମାର୍ଗରେ ଏହି ଟ୍ରେନ ଚଳାଚଳ କରିବାରେ ସକ୍ଷମ ହୋଇଛି ।

Leave a Reply