Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପାକିସ୍ତାନରେ ହିନ୍ଦୁ ଡାକ୍ତରଙ୍କୁ ହତ୍ୟା


ଇସ୍ଲାମାବାଦ : ପାକିସ୍ତାନ ହାଇଦ୍ରାବାଦର ଧରମ ଦେବ ରାଠୀ ଉକ୍ତ ଅଂଚଳର ଜଣେ ପ୍ରଖ୍ୟାତ ଚର୍ମରୋଗ ବିଶେଷଜ୍ଞୟ ମାର୍ଚ୍ଚ ୭ ତାରିଖ ଦିନ ତାଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି । ତାଙ୍କ ଡ୍ରାଇଭର ହନିଫ ଲେଘାରୀ ଡାକ୍ତରଙ୍କ ଗଳା କାଟି ହତ୍ୟା କରିଛି । ପାକିସ୍ତାନ ପୁଲିସ ଅପରାଧିକୁ ଖଇରପୁରରେ ଥିବା ତା ଘରୁ ଗିରଫ କରିଛି । ଡାକ୍ତରଙ୍କ ରୋଷେୟାଙ୍କ ସୂଚନା ଅନୁସାରେ ଧରମ ଦେବ ରାଠୀ ଘରକୁ ଫେରୁଥିବା ବେଳେ ଡ୍ରାଇଭର ହନିଫ ତାଙ୍କ ସାଙ୍ଗରେ ପାଟିତୁଣ୍ଡ କରି ରୋଷେଇ ଘରୁ ଛୁରୀ ଆଣି ଗଳା କାଟି ହତ୍ୟା କରିଥିଲା । ପରେ କାର୍ ନେଇ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଥିଲା । ଡାକ୍ତର ହିନ୍ଦୁ ଥିବା ବେଳେ ଡ୍ରାଇଭର ମୁସଲମାନ ।

Leave a Reply