Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିବିସି ଅଫିସରେ ଆୟକର ଚଢ଼ାଉ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିବିସି ଅଫିସରେ ଆୟକର ଚଢ଼ାଉ

ନୂଆଦିଲ୍ଲୀ : ବିବିସି ଅଫିସରେ ଆୟକର ଚଢ଼ାଉ । ଦିଲ୍ଲୀ ଓ ମୁମ୍ବାଇରେ ଥିବା ବିବିସି ଅଫିସରେ ଆୟକର ଚଢ଼ାଉ ଆୟକର ବିଭାଗ ରେଡ୍ କରିଛି । ସମସ୍ତ କର୍ମଚାରୀଙ୍କ ଫୋନ ଜବତ କରିବା ସହ ଅଫିସ ଛାଡ଼ି ଘରକୁ ଫେରି ଯିବାକୁ କୁହାଯାଇଛି । ସେପଟେ ଲଣ୍ଡନରେ ଥିବା ବିବିସି କାର୍ଯ୍ୟାଳୟକୁ ମଧ୍ୟ ଚଢାଉ ବାବଦରେ ସୂଚନା ଦିଆଯାଇଛି । ହେଲେ ଏର୍ଯ୍ୟନ୍ତ ଆୟକର ବିଭାଗ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ ।

Leave a Reply