Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଅନ୍ୟ ଧର୍ମରେ ବିବାହ କଲେ ଏମିତି ଭୋଗିବାକୁ ପଡିବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଅନ୍ୟ ଧର୍ମରେ ବିବାହ କଲେ ଏମିତି ଭୋଗିବାକୁ ପଡିବ


ଭୁବନେଶ୍ୱର: ମୁହଁ ଖୋଲିଲେ ହ୍ୟୁମାନଙ୍କ ପତ୍ନୀ ଶ୍ରୀୟା । ସ୍ୱାମୀ ଓ ଶାଶୂଙ୍କର ସବୁ ଅଭିଯୋଗକୁ ଖଣ୍ଡନ କଲେ । ଆଉ ନିର୍ଯାତନାର କଳା କାହାଣୀ ବର୍ଣ୍ଣନା କଲେ । ଧର୍ମ ପରିବର୍ତନ ନେଇ ସେ କହିଛନ୍ତି, ଧର୍ମ ପରିବର୍ତନ ପାଇଁ ବାଧ୍ୟ କରାଯାଉଥିଲା । ସେମାନେ ମୋତେ ସିନ୍ଦୂର ଓ ଟିକିଲି ପିନ୍ଧିବାକୁ ଦିଅନ୍ତି ନାହିଁ । ଅଳତା ଲଗାଇପାରେ ନାହିଁ । ଭୋଗ ଖାଇବାକୁ ମନା କରନ୍ତି । ଭୋଗ ଖାଇଲେ ପାପ ବୋଲି ସେମାନେ କହୁଥିଲେ । ହ୍ୟୁମାନଙ୍କ ମାଆ ଓ ପରିବାର ଲୋକ ବାରଣ କରନ୍ତି ବୋଲି ଶ୍ରୀୟା କହିଛନ୍ତି । ଏମିତି ଶହ ଶହ ଘଟଣା ଘଟୁଛି । ହିନ୍ଦୁ ଧର୍ମର ଝିଅମାନେ ଅନ୍ୟ ଧର୍ମର ପୁଅକୁ ବିବାହ କରୁଛନ୍ତି । ସେଠାରେ ତାଙ୍କୁ ସ୍ୱାମୀଙ୍କ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି । ଧର୍ମ ଗ୍ରହଣ ନକଲେ ଅତ୍ୟାଚର ସହିବାକୁ ପଡିବ ।

Leave a Reply