Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଫ୍ରିକାରେ ଜାତିସଂଘର ଶାନ୍ତିରକ୍ଷା ଅପରେସନ୍‌ରେ ଭାରତର ମହିଳା ବାଟାଲିୟନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଫ୍ରିକାରେ ଜାତିସଂଘର ଶାନ୍ତିରକ୍ଷା ଅପରେସନ୍‌ରେ ଭାରତର ମହିଳା ବାଟାଲିୟନ

ନୂଆଦିଲ୍ଲୀ : ଆଫ୍ରିକାରେ ଜାତିସଂଘର ଶାନ୍ତିରକ୍ଷା ଅପରେସନ୍‌ରେ ଭାରତୀଯ ମହିଳା ସୈନିକ ଦଳ ମୁତୟନ ହୋଇଛନ୍ତି।   ବିଭିନ୍ନ ଜଟିଳ ସ୍ଥିତିରେ ସ୍ଥାନୀୟ ମହିଳା ଏବଂ ଶିଶୁମାନଙ୍କୁ ରିଲିଫ୍‌ ଦେବେ ଏବଂ ସହଯୋଗ କରିବେ  ଜାତିସଂଘର ଏହି ଏଫଇଟି (ଫିମେଲ ଏନ‌ଗେଜମେଣ୍ଟ ଟିମ୍‌)। ୨ ଜଣ ଅଫିସର ଏବଂ ୨୫ ଜଣ ଅନ୍ୟ ର ୍ଯାଙ୍କର ମହିଳା ସୈନିକ ଏହି ଶାନ୍ତିରକ୍ଷାକାରୀ ଦଳରେ  ଅଛନ୍ତି।  ପ୍ରଥମ ଥର ପାଇଁ ଜାତିସଂଘ ମିସନ ପାଇଁ ଏକ ବିଶାଳ ମହିଳା ଶାନ୍ତି ରକ୍ଷାକାରୀ ଦଳ ଭାରତୀୟ ସ୍ଥଳ ସେନା ପଠାଇଛି।

Leave a Reply