ଭାରତୀୟ ଜନଜାତି ସମ୍ପ୍ରଦାୟ ପାଇଁ ଏକ ନୂତନ ସକାଳ ଜନଜାତି ସମ୍ପ୍ରଦାୟ ସହିତ ଏକ ନୂତନ ଭାରତ : ଭାରତର ଜନଜାତି ସଂପ୍ରଦାୟ ସାରା ବିଶ୍ବରେ ନିଜର ଗତିଶୀଳତା ଓ ବିବିଧତା ପାଇଁ ପ୍ରସିଦ୍ଧ । ୧୦.୪୫ କୋଟି ବା ମୋଟ ଜନସଂଖ୍ୟାର ୮.୬% ଥିବା ଜନଜାତି ସଂପ୍ରଦାୟ ଭାରତୀୟ ସଭ୍ୟତାର ଏକ ଅଭିନ୍ନ ଅଂଗ । ସେମାନେ ଦେଶର ସମୃଦ୍ଧ ପରମ୍ପରା, ଭାଷା ଏବଂ ଜ୍ଞାନ ପ୍ରଣାଳୀକୁ ସଂରକ୍ଷଣ କରିଛନ୍ତି ଯାହା ଦେଶର ସାଂସ୍କୃତିକ ପରିଚୟକୁ ଆକାର ଦେଇଛି। ସେମାନଙ୍କର ଅବଦାନ କାଳଜୟୀ, ଏପରିକି ରାମାୟଣ ଏବଂ ମହାଭାରତରେ ସେମାନଙ୍କ ଜ୍ଞାନ, ବୀରତ୍ବ ଓ ପ୍ରକୃତି ସହ ସଂପର୍କ କଥା ବର୍ଣ୍ଣନା ଅଛି । ସେମାନଙ୍କର ସମୃଦ୍ଧ ଐତିହ୍ୟ ସତ୍ତ୍ୱେ, ଜନଜାତି ସମ୍ପ୍ରଦାୟର ନେତାମାନଙ୍କୁ ଐତିହାସିକ ଭାବରେ ମୁଖ୍ୟଧାରାର ବିକାଶ କାହାଣୀରୁ ଅଲଗା ରଖାଯାଇଥିଲା । ଦଶନ୍ଧି ଧରି, ସେମାନଙ୍କୁ ବିକାଶ ଆନ୍ଦୋଳନରେ ସମାନ ଅଂଶୀଦାର ହେବା ପରିବର୍ତ୍ତେ ପାରମ୍ପରିକ ସଂସ୍କୃତିର ସଂରକ୍ଷକ ଭାବରେ ଦେଖାଯାଉଥିଲା। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସେମାନଙ୍କ ସଶକ୍ତୀକରଣ ପାଇଁ କେତେକ ପରିବର୍ତ୍ତନମୂଳକ ପଦକ୍ଷେପ ଅଣାଯାଇଛି । କେନ୍ଦ୍ର ବଜେଟ୍ ୨୦୨୫-୨୬ରେ ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପାଇଁ ପାଣ୍ଠିରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି, ଯାହା ସରକାରଙ୍କ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ଜନଜାତି ବିକାଶ ପାଇଁ ଦୃଢ଼ ବଜେଟ୍ ସହାୟତା : ଗତ ଦଶନ୍ଧି ମଧ୍ୟରେ, ଭାରତ ସରକାର ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଇଁ ଆର୍ଥିକ ବ୍ୟୟବରାଦକୁ ଯଥେଷ୍ଟ ବୃଦ୍ଧି କରିଛନ୍ତି। ଜନଜାତି ବ୍ୟାପାର ମନ୍ତ୍ରଣାଳୟର ବାର୍ଷିକ ବଜେଟ୍ ତିନିଗୁଣ ବୃଦ୍ଧି ପାଇଛି, ଯାହା ୨୦୧୩-୨୪ରେ ୪୨୯୫.୯୪ କୋଟି ଟଙ୍କାରୁ ୨୦୨୫-୨୬ରେ ୧୪,୯୨୬ କୋଟି ଟଙ୍କା ହୋଇଛି, ଯାହା ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ଦର୍ଶାଉଛି । ଜନଜାତିଙ୍କ ପାଇଁ ଥିବା ପ୍ରମୁଖ ଯୋଜନାଗୁଡ଼ିକୁ ପର୍ଯ୍ୟାପ୍ତ ପାଣ୍ଠି ମିଳିଛି, ଯେଉଁଥିରେ ପ୍ରଧାନମନ୍ତ୍ରୀ-ଜନମନ ପାଇଁ ୨୪୧୦୪ କୋଟି ଟଙ୍କା ଏବଂ ଧରତୀ ଆବା ଅଭିଯାନ ପାଇଁ ୭୯୧୫୬ କୋଟି ଟଙ୍କା ଅନ୍ତର୍ଭୁକ୍ତ, ଯାହାର ଉଦ୍ଦେଶ୍ୟ ହେଉଛି ଜନଜାତି ସମ୍ପ୍ରଦାୟର ସାମଗ୍ରିକ ବିକାଶ । ଏହା ସହିତ, ଅନୁସୂଚିତ ଜନଜାତି ପାଇଁ ବିକାଶ କାର୍ଯ୍ୟ ଯୋଜନା (ଡିଏପିଏସଟି) ୨୦୨୩-୧୪ ରେ ୨୪୫୯୮ କୋଟି ଟଙ୍କାରୁ ପାଞ୍ଚ ଗୁଣ ବୃଦ୍ଧି ପାଇ ୨୦୨୪-୨୫ ରେ ୧.୨୩ ଲକ୍ଷ କୋଟି ଟଙ୍କା ହୋଇଛି, ୪୨ଟି କେନ୍ଦ୍ରୀୟ ମନ୍ତ୍ରଣାଳୟ / ବିଭାଗ ବର୍ତ୍ତମାନ ଏସଟି-କେନ୍ଦ୍ରିତ ପଦକ୍ଷେପରେ ଯୋଗଦାନ ଦେଉଛନ୍ତି। ଏହି କ୍ରସ୍-ସେକ୍ଟୋରାଲ୍ ଆଭିମୁଖ୍ୟ ଜନଜାତି ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି ଏବଂ ଜୀବିକାରେ ବ୍ୟାପକ ଏବଂ ନିରନ୍ତର ପ୍ରଗତି ସୁନିଶ୍ଚିତ କରେ। ଜଙ୍ଗଲ ଅଧିକାର ଆଇନ : ଜନଜାତିଙ୍କ ଭୂମି ଓ ଜୀବିକା ସୁନିଶ୍ଚିତ କରିବା :…
Year: 2025
ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ
ଭାରତ ବୁଧବାର ଏକ ନୂଆ ଏୟାର ଡିଫେନ୍ସ ସିଷ୍ଟମର ସଫଳ ପରୀକ୍ଷଣ କରିଛି। ଏହା ହେଉଛି ଭାରତର ସଂପୂର୍ଣ୍ଣ ସ୍ବଦେଶୀ ବାୟୁ…
ଘରୋଇ ହିଂସାର ନିଆଁରେ ଜଳୁଛି ବାଂଲାଦେଶ
ବଙ୍ଗବନ୍ଧଶେଖ ମୁଜିବୁର ରହମାନ ସହରର ଗୋପାଳଗଞ୍ଜରେ ଆୱାମୀ ଲିଗ୍ ଏବଂ ପୋଲିସ ମଧ୍ୟରେ ସଂଘର୍ଷ। ଏହି ହିଂସାରେ ୪ ଜଣଙ୍କର ମୃତ୍ୟୁ…
ଆତଙ୍କବାଦୀମାନେ ଆକ୍ରମଣର ୨୪ ଘଣ୍ଟା ପୂର୍ବରୁ ପରଭେଜଙ୍କ ଘରେ ଖାଦ୍ୟ ଖାଇଥିଲେ
ଏପ୍ରିଲ ୨୨ ତାରିଖରେ ଜମ୍ମୁ-କାଶ୍ମୀର ପହଲଗାମର ବୈଶାରଣ ଘାଟିରେ ନରସଂହାରର କରିଥିଲେ ପାକିସ୍ତାନୀ ଆତଙ୍କବାଦୀ । ଧର୍ମ ପଚାରି ଜଣ ଜଣ…
ପାକିସ୍ତାନରେ ହିନ୍ଦୁ ନାବାଳିକାଙ୍କ ଧର୍ମ ପରିବର୍ତ୍ତନ-ମୁସଲିମ ବ୍ୟକ୍ତିଙ୍କ ସହ ବିବାହ
ପାକିସ୍ତାନରେ ହିନ୍ଦୁ ମହିଳାଙ୍କୁ ଅତ୍ୟାଚାର କରିବା ଘଟଣା ନୂଆ ନୁହେଁ । ପାକିସ୍ତାନର ସିନ୍ଧୁ ପ୍ରାନ୍ତରେ ପ୍ରତିଦିନ ଏପରି ଘଟଣା ନଜରରେ…
ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ
ଝାଡ଼ଖଣ୍ଡ ବୋକାରୋ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ମାଓବାଦୀ ନିହତ । ମୃତ ମାଓବାଦୀଙ୍କ ମଧ୍ୟରେ ସବ୍ ଜୋନାଲ୍…
ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ
ବାଲେଶ୍ୱର FM କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ । ଡିଏସପି ଇମାନ୍ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ୱ…
ବାଦଲଫଟା ବର୍ଷା, ଭୂସ୍ଖଳନ ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ
ଆଜି ପ୍ରବଳ ବର୍ଷା ଯୋଗୁ ଅମରନାଥ ଯାତ୍ରା ସ୍ଥଗିତ । ପ୍ରବଳ ବର୍ଷା ପାଇଁ ଯାତାୟାତରେ ଅସୁବିଧା ହେବା ସହ ବାଲଥାଲ…
ପାକିସ୍ତାନର ପରିସ୍ଥିତି ପୁଣି ଥରେ ଖରାପ
ପାକ ସେନା ଉପରେ ଆକ୍ରମଣ ପରେ ବାଲୁଚ ଲିବରେସନ ଆର୍ମି ଏକ ବିବୃତ୍ତି ଜାରି କରିଛି। ପାକିସ୍ତାନୀ ସେନା ବିରୋଧରେ BLA…
ଯୁଦ୍ଧ ଜିତିବା ପାଇଁ ଆଧୁନିକ ଅସ୍ତ୍ରଶସ୍ତ୍ରର ଆବଶ୍ୟକତା
ପ୍ରତିରକ୍ଷା ବିଭାଗର ମୁଖ୍ୟ ଜେନେରାଲ ଅନିଲ ଚୌହାନ ସଶସ୍ତ୍ର ବାହିନୀରେ ଅସ୍ତ୍ରଶସ୍ତ୍ର ପ୍ରଣାଳୀର ଆଧୁନିକୀକରଣର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବୁଧବାର…