ଐତିହାସିକ ଭାରତ-ବ୍ରିଟେନ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ସ୍ୱାକ୍ଷର କରିଥିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ପ୍ରଧାନମନ୍ତ୍ରୀ ଶ୍ରୀ…
Year: 2025
ଭାରତର ବନ୍ଦର ଗୁଡ଼ିକର ବିକାଶ, ଯାନ୍ତ୍ରିକକରଣ, ଡିଜିଟାଲୀକରଣ ଏବଂ ବାଣିଜ୍ୟରେ ସୁଗମତା ମାଧ୍ୟମରେ ବୈଶ୍ୱିକ ବାଣିଜ୍ୟ କେନ୍ଦ୍ର ଭାବେ ବିକଶିତ ହେଉଛି
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖ ସେୟାର କରିଛନ୍ତି । ଏହି ଲେଖ ଏହା ବର୍ଣ୍ଣନା କରୁଛି କି…
ଭାରତର ପ୍ରେସ୍ ଏବଂ ମିଡିଆ ଇକୋସିଷ୍ଟମ୍ 1.55 ଲକ୍ଷରୁ ଅଧିକ ପ୍ରକାଶନ ଏବଂ 908 ଘରୋଇ ଟିଭି ଚ୍ୟାନେଲକୁ ନେଇ ସୁଦୃଢ
ଭାରତରେ ଏକ ଦୃଢ଼ ପ୍ରେସ୍ ଏବଂ ମିଡିଆ ଇକୋସିଷ୍ଟମ୍ ଅଛି, ଯାହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ଅଭିବୃଦ୍ଧି ହୋଇଛି, ଯାହାକୁ ନିମ୍ନରେ ଉଲ୍ଲେଖ କରାଯାଇଛି: ଆଜି…
ପ୍ରତ୍ୟେକ ତହସିଲରେ ପାଞ୍ଚଟି ଆଦର୍ଶ ସମବାୟ ଗ୍ରାମ ବିକଶିତ କରିବା ହେଉଛି ଜାତୀୟ ସମବାୟ ନୀତିର ଏକ ପ୍ରମୁଖ ଉଦ୍ଦେଶ୍ୟ
କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମବାୟ ନୀତି-୨୦୨୫ ଉନ୍ମୋଚନ କରିଛନ୍ତି। ଏହି…
ଆୟକର ବିଭାଗ, ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ପାଳିତ
ଆୟକର ବିଭାଗ, ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ପାଳିତ ଆୟକର ବିଭାଗ, ଓଡ଼ିଶା କ୍ଷେତ୍ର ପକ୍ଷରୁ ୧୬୬ତମ ଆୟକର ଦିବସ ଭୁବନେଶ୍ବରର ଜୟଦେବ ଭବନଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଶ୍ରୀମତୀ ପାରମିତା ଶତପଥୀ ତ୍ରିପାଠୀ, ଓଡ଼ିଶା କ୍ଷେତ୍ରର ପ୍ରମୁଖ ମୁଖ୍ୟ ଆୟକର କମିଶନର, ଯୋଗ ଦେଇଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଆୟକର ବିଭାଗର ପ୍ରିନ୍ସିପାଲ ଡାଇରେକ୍ଟର (ପିଡିଆଇଟି ଆଇଏନଭି) ଡ. ସଂଦୀପ ଗୋଏଲ, ପ୍ରିନ୍ସିପାଲ ଚିଫ୍ କମିଶନର ଶ୍ରୀ ସରୋଜ କୁମାର ମହାପାତ୍ର ଏବଂ ଭୁବନେଶ୍ୱରର ସିଆଇଟି (ପ୍ରଶାସନ ଏବଂ ଟିପିଏସ୍) ଶ୍ରୀ ଶୋଭନ କୃଷ୍ଣ ସାହୁ ଯୋଗଦେଇଥିଲେ। ଏହି ସମାରୋହ ସ୍ୱେଚ୍ଛାକୃତ ଟିକସ ଅନୁପାଳନ, କରଦାତା ସେବା ଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଆୟକର ବିଭାଗର ନିରନ୍ତର ପ୍ରତିବଦ୍ଧତାକୁ ରୋଖାଙ୍କିତ କରିଥିଲା। ଭିଡିଓ ଅଭିଭାଷଣରେ, ସିବିଡିଟି ଅଧ୍ୟକ୍ଷ ଶ୍ରୀ ରବି ଅଗ୍ରୱାଲ ଅଧିକ ସ୍ୱଚ୍ଛତା, ଦକ୍ଷତା, ସରଳୀକରଣ ଏବଂ ଡିଜିଟାଲାଇଜେସନ୍ ଦିଗରେ ଆୟକର ବିଭାଗର ପରିବର୍ତ୍ତନକାରୀ ଯାତ୍ରା ଉପରେ ଆଲୋକପାତ କରିଥିଲେ। ସେ ମଧ୍ୟ ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ କରଦାତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଏବଂ ଆୟକର ପ୍ରକ୍ରିୟାଗୁଡ଼ିକୁ ଆହୁରି ସରଳ କରିବା ଏବଂ କରଦାତା ସେବାକୁ ବୃଦ୍ଧି କରିବା ପାଇଁ ବିଭାଗର ଦୃଷ୍ଟିକୋଣକୁ ରେଖାଙ୍କିତ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ଶତପଥୀ ତ୍ରିପାଠୀ ବିଭାଗ ଦ୍ୱାରା ଗ୍ରହଣ କରାଯାଉଥିବା ସେବା ଭିତ୍ତିକ ଆଭିମୁଖ୍ୟ ଏବଂ ପରବର୍ତ୍ତୀ ସଫଳତା ମାଇଲଖୁଣ୍ଟ ହାସଲ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମୟୁର ଆର୍ଟ ଗ୍ରୁପ ପକ୍ଷରୁ ଛଉ ନୃତ୍ୟୁ ପ୍ରଦର୍ଶନ କରାଯାଇଥିଲା । ସେହିପରି ଉଲ୍ଲେଖନୀୟ ସେବା ପାଇଁ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହା ସହିତ ଓଡ଼ିଶାର ବିଭିନ୍ନ ଅଂଚଳର ଡାକ୍ତରମାନଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଏକ ସ୍ବାସ୍ଥ୍ୟ ଶିବିର, ଏକ ଓ୍ବାକାଥନ ଓ ବିଭାଗର କର୍ମଚାରୀଙ୍କ ପିଲାମାନଙ୍କ ମଧ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।
ପଞ୍ଜାବରେ ଅବୈଧ ଅସ୍ତ୍ରଶସ୍ତ୍ର ଚାଲାଣ: ଅମୃତସର ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନ-ଫ୍ରାନ୍ସ ସଂଯୋଗ.
ପଞ୍ଜାବରେ ଅବୈଧ ଅସ୍ତ୍ରଶସ୍ତ୍ର ଚାଲାଣ: ଅମୃତସର ପୋଲିସ କାର୍ଯ୍ୟାନୁଷ୍ଠାନ ଏବଂ ପାକିସ୍ତାନ-ଫ୍ରାନ୍ସ ସଂଯୋଗ. ଚଣ୍ଡିଗଡ଼: ପଞ୍ଜାବ ପୋଲିସ ବୁଧବାର କହିଛି ଯେ…
ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲା: ବମ୍ବେ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟର ସ୍ଥଗିତାଦେଶ
ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲା: ବମ୍ବେ ହାଇକୋର୍ଟର ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟର ସ୍ଥଗିତାଦେଶ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ସୁପ୍ରିମକୋର୍ଟ ହାଇକୋର୍ଟର…
ଧର୍ମାନ୍ତରୀକରଣ ବନ୍ଦ କରିବା ପାଇଁ କଠୋର କେନ୍ଦ୍ରୀୟ ଆଇନ ପ୍ରଣୟନ କରାଯିବା ଉଚିତ – ବିଶ୍ୱ ହିନ୍ଦୁ ପରିଷଦ
ନୂଆଦିଲ୍ଲୀ ।ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ଯୁଗ୍ମ ସାଧାରଣ ସମ୍ପାଦକ ଡକ୍ଟର ସୁରେନ୍ଦ୍ର ଜୈନ କହିଛନ୍ତି ଯେ ଚାଙ୍ଗୁର ପରେ ଆଗ୍ରାର…
ହରିଦ୍ବାର ବୋଲବମ୍ ଯାତ୍ରାରେ ୪ କୋଟି ୧୦ ଲକ୍ଷ ଶିବଭକ୍ତ
ହରିଦ୍ୱାର: ପ୍ରାୟ ଦୁଇ ସପ୍ତାହ ଧରି ଚାଲିଥିବା ବୋଲବମ୍ ଯାତ୍ରାରେ ଏପର୍ଯ୍ୟନ୍ତ ପ୍ରାୟ ୪ କୋଟି ୧୦ ଲକ୍ଷ ଶିବ ଭକ୍ତ…
ହିନ୍ଦୁ ବେଶରେ ହିଂସାକାଣ୍ଡ କରିବା ଷଡ଼ଯନ୍ତ୍ର ବିଫଳ: ମୁଜାଫରନଗରରେ ୫ ମୁସଲମାନ ଗିରଫ
ମୁଜାଫରନଗର ପୋଲିସ ଏକ ଗମ୍ଭୀର ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଛି ା ହିନ୍ଦୁ ନାମ ବ୍ୟବହାର କରି ଏବଂ କାଉଡିଆ ପୋଷାକ ପିନ୍ଧି…