ଭାରତ ରୁଷିଆ ସହିତ ବନ୍ଧୁତା ବୃଦ୍ଧି କରୁଛି

ଭାରତ ରୁଷିଆ ସହିତ ବନ୍ଧୁତା ବୃଦ୍ଧି କରୁଛି କାରଣ ରୁଷିଆ ସହିତ ବନ୍ଧୁତା ଖଣିଜ ସମୃଦ୍ଧ ଆର୍କଟିକ ଅଞ୍ଚଳରେ ସହଯୋଗ ବୃଦ୍ଧି କରିବ। ଏହା ସହିତ, ରୁଷିଆକୁ ଭାରତର ରପ୍ତାନି ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବ। ଜୟଶଙ୍କର ରୁଷିଆର ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଏବଂ ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭଙ୍କୁ ଭେଟିବା ସମୟରେ ଏନେଇ ଆ‌ଲୋଚନା କରାଯିବ ବୋଲି କୁହଯାଉଛି।

Leave a Reply

Your email address will not be published. Required fields are marked *