ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ମଧ୍ୟମ ଲଢ଼ୁଆ ବିମାନ (ଏଏମସିଏ) କାର୍ଯ୍ୟକ୍ରମର କାର୍ଯ୍ୟକାରିତା ଢାଞ୍ଚାକୁ ଅନୁମୋଦନ କରିଛନ୍ତି। ଏରୋନଟିକାଲ୍ ଡେଭଲପମେଣ୍ଟ ଏଜେନ୍ସି…
Month: May 2025
ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମର୍ଥନ ଜଣାଇଲେ କୁଏତ ଉପପ୍ରଧାନମନ୍ତ୍ରୀ
ଭାରତର ଆତଙ୍କବାଦ ବିରୋଧୀ ଲଢ଼େଇରେ ବିଶ୍ୱ ସମୁଦାୟର ସମର୍ଥନ ହାସଲ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ଗଠିତ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମଧ୍ୟରୁ ଗୋଟିଏ କୁଏତରେ ପହଞ୍ଚିଛି। ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀ ଚତୁଃରାଷ୍ଟ୍ରୀୟ କୂଟନୈତିକ ଗସ୍ତରେ ଥିବା ବେଳେ ବାହାରିନ୍ ପରେ ଦ୍ୱିତୀୟ ରାଷ୍ଟ୍ର ଭାବେ କୁଏତରେ ପହଞ୍ଚିଥିଲା। କୁଏତ ସରକାରଙ୍କ ଶୀର୍ଷ ନେତା, ପ୍ରମୁଖ ବ୍ୟକ୍ତିବିଶେଷ ଓ ସଂଗଠନଙ୍କ ସହ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଆଲୋଚନା କରିଛି । ଏହି ପ୍ରତିନିଧି ମଣ୍ଡଳୀ କୁଏତର ଉପପ୍ରଧାନମନ୍ତ୍ରୀ ତଥା କ୍ୟାବିନେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶେରିଦା ଅବଦୁଲ୍ଲା ସାଦ୍ ଅଲ ମୌଶେର୍ଜିଙ୍କ ସହ ଫଳପ୍ରଦ ଆଲୋଚନା କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ସମେତ ଭାରତ ବିରୋଧରେ ଚାଲିଥିବା ସୀମାପାର ଆତଙ୍କବାଦ ସମ୍ପର୍କରେ ଭାରତର ପ୍ରତିନିଧିମାନେ କୁଏତ ଉପପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଜାମ୍ମୁକାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବା ବେଳେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ସେଠାରେ ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି । ଭାରତୀୟ ପ୍ରତିନିଧିମାନେ ଭାରତର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଏବଂ ‘ନୂତନ ବାସ୍ତବିକତା’ ବିଷୟରେ ଅବଗତ କରାଇଥିଲେ। ସେମାନେ ଅପରେସନ ସିନ୍ଦୂର ଜରିଆରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତର ସଠିକ କାର୍ଯ୍ୟାନୁଷ୍ଠାନ ବିଷୟରେ ମଧ୍ୟ ଜଣାଇଥିଲେ। କୁଏତ ଉପପ୍ରଧାନମନ୍ତ୍ରୀ ଭାରତର ଦୃଷ୍ଟିକୋଣ ବିଷୟରେ ସୂଚନା ଦେଇଥିବାରୁ ଭାରତୀୟ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଆତଙ୍କବାଦକୁ କୌଣସି ପ୍ରକାର ଉଚିତ୍ ବୋଲି ଆଖ୍ୟା ଦିଆଯାଇପାରିବ ନାହିଁ ବୋଲି ସେ କହିଥିଲେ। ଉଭୟ ପକ୍ଷ ଆତଙ୍କବାଦର ସବୁ ସ୍ୱରୂପ ବିରୋଧରେ ଲଢ଼େଇ ପାଇଁ ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଥିଲେ। ପ୍ରତିନିଧି ଦଳ କୁୱେତରେ ଥିବା ବିଶାଳ ପ୍ରବାସୀ ଭାରତୀୟଙ୍କ ସହିତ ଆଲୋଚନା କରିଥିଲେ ଏବଂ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ…
ଦ୍ୱିତୀୟ ପର୍ଯ୍ୟାୟ ବେସାମରିକ ସମ୍ମାନ ପ୍ରଦାନ ସମାରୋହରେ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ସନ୍ଧ୍ୟାରେ (27 ମେ 2025) ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ୱିତୀୟ ପର୍ଯ୍ୟାୟ ବେସାମରିକ ସମ୍ବର୍ଦ୍ଧନା ସମାରୋହରେ 2025 ବର୍ଷ ପାଇଁ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ…
ଟ୍ରାଇ ପକ୍ଷରୁ ବାରିପଦା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅପରେଟର ଆସିଷ୍ଟେଡ୍ ଡ୍ରାଇଭ୍ ଟେଷ୍ଟ ସମ୍ପାଦନ
ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧୀକରଣ (ଟ୍ରାଇ) ପକ୍ଷରୁ ବାରିପଦା ସହର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଓ ରାଜପଥର ୪୩୦ କିଲୋମିଟର କ୍ଷେତ୍ରରେ ଅପରେଟର ଆସିଷ୍ଟେଡ୍…
ଆମେ ‘ବସୁଧୈବ କୁଟୁମ୍ବକମ୍’ରେ ବିଶ୍ୱାସ କରୁ, ଆମେ କାହା ସହିତ ଶତ୍ରୁତା ଚାହୁଁନାହୁଁ , ଆମେ ଆଗକୁ ବଢ଼ିବାକୁ ଚାହୁଁଛୁ ଯାହା ଦ୍ୱାରା ଆମେ ବିଶ୍ୱ କଲ୍ୟାଣରେ ମଧ୍ୟ ଯୋଗଦାନ ଦେଇପାରିବୁ : ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଗାନ୍ଧୀନଗରରେ ଗୁଜରାଟ ସହରୀ ବିକାଶ କାହାଣୀର 20 ବର୍ଷ ପାଳନ ସମାରୋହରେ ଉଦବୋଧନ…
ମଥୁରାର ବାଙ୍କେ ବିହାରୀ ମନ୍ଦିର ପାଇଁ ଅଯୋଧ୍ୟା-କାଶୀ ଭଳି ଭବ୍ଯ କରିଡର ନିର୍ମାଣ ହେବ
ମଥୁରାର ବାଙ୍କେ ବିହାରୀ ମନ୍ଦିର ପାଇଁ ଅଯୋଧ୍ୟା-କାଶୀ ଭଳି ଭବ୍ଯ କରିଡର ନିର୍ମାଣ ହେବ ୟୁପି ସରକାର ମଥୁରାର ବାଙ୍କେ ବିହାରୀ…
ବୁର୍ଖା ପିନ୍ଧ..ରୋଜା ରଖ ନଚେତ୍ ମୁଁ ତୁମକୁ ଏବଂ ତୁମ ପୁଅକୁ ହତ୍ୟା କରିବି: ନଦୀମ ଖାନ
ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ‘ଲଭ୍ ଜିହାଦ’ର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କମଳା ନଗର ପୋଲିସ ଷ୍ଟେସନରେ ନଦୀମ ଖାନ…
ମଧ୍ୟପ୍ରଦେଶ: ଜଣେ ହିନ୍ଦୁ ଝିଅକୁ ଅପହରଣ କରିଥିବା ଅନସ ଅଲିର ବେଆଇନ ଦୋକାନ ଏବଂ ଘର ଉପରେ ବୁଲଡୋଜର ଚାଲିଲା
ମଧ୍ୟପ୍ରଦେଶର ସାଗର ଜିଲ୍ଲାର ସାନୌଧା ଗାଁରୁ ଜଣେ ହିନ୍ଦୁ ଝିଅକୁ ଅପହରଣ କରିଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଅନସ ଅଲିଙ୍କ ବିରୋଧରେ…
ନୈନିତାଲ: ଚୌନସାଲାରେ ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଅବୈଧ ମସଜିଦ ଏବଂ ମଦରାସା, ସିଏମ ପୋର୍ଟାଲରେ ଅଭିଯୋଗ ଦାଖଲ
ନୈନିତାଲ: ଚୌନସାଲାରେ ଜନସଂଖ୍ୟାଗତ ପରିବର୍ତ୍ତନ ଏବଂ ଅବୈଧ ମସଜିଦ ଏବଂ ମଦରାସା, ସିଏମ ପୋର୍ଟାଲରେ ଅଭିଯୋଗ ଦାଖଲ | ନୈନିତାଲ: କାଲାଧୁଙ୍ଗୀ…
ପାକିସ୍ତାନ ଏକ ବିଷଧର ସାପ
ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀ ସିଓଲରେ କୋରିଆନ୍ ଥିଙ୍କ୍ ଟ୍ୟାଙ୍କ୍ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ବ କହିଛନ୍ତି,…