Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
2024 - Page 47 of 108 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୋଲିସ-ମାଓବାଦୀ ଗୁଳି ବିନିମୟ, ବହୁ ମାଓସାମଗ୍ରୀ ଜବତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ…

ବିଜେପି ଏମ୍‌ଏଲ୍‌ଏ ଓ ନେତାଙ୍କୁ ହତ୍ୟା ଯୋଜନା କରୁଥିଲା ମୌଲବୀ

ଲୋକସଭା ନିର୍ବାଚନ ଭିତରେ ପୁଲିସକୁ ମିଳିଲା ବଡ଼ ସଫଳତା । ଧରାପଡ଼ିଲା ବିଜେପି ବିଧାୟକ, ହିନ୍ଦୁବାଦୀ ନେତା ଓ କିଛି ଟିଭି…

ଭୁସଡ଼ିବାରେ ଲାଗିଛି ମାଓ ଗଡ଼

ମାଲକାନଗିରି, – କ୍ରମାଗତ ଭାବେ ଭୁସଡ଼ିବାରେ ଲାଗିଛି ମାଓ ଗଡ଼ । ସୀମାନ୍ତରେ ଲୋନ ବାରାତୁ ତଥା ଘରକୁ ଫେର ଅଭିଯାନ…

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଜାତୀୟ ଶିକ୍ଷାନୀତି ୨୦୨୦: ଆହ୍ୱାନ ଏବଂ ସୁଯୋଗ’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ଜୟପୁର- ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ନିକଟରେ ସୁନାବେଡ଼ା କ୍ୟାମ୍ପସରେ “ଜାତୀୟ ଶିକ୍ଷା ନୀତି ୨୦୨୦ : ଆହ୍ୱାନ ଏବଂ ସୁଯୋଗ\”…

ଘରେ ରହି ମତଦାନ କଲେ ୩୧ ଭୋଟର

ପଟ୍ଟାଙ୍ଗି : ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି । ଏହା ପୂର୍ବରୁ ଯେଉଁ…

ବ୍ୟାନ ହେଲା ଅଲଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ : ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି…

୨୦୨୫ରେ ରପ୍ତାନି ହେବ ଭାରତ ନିର୍ମିତ ସେମିକଣ୍ଡକ୍ଟର

ନୂଆଦିଲ୍ଲୀ: ୨୦୨୫ ପ୍ରାରମ୍ଭରେ ଗୁଜୁରାଟର ସାନନ୍ଦ କାରଖାନାରୁ ପ୍ରଥମ ବ୍ୟାଚ୍ ସେମିକଣ୍ଡକ୍ଟର ରପ୍ତାନି କରିବ ମାଇକ୍ରନ ଇଣ୍ଡିଆ । ଏଥିମଧ୍ୟରୁ ଅଧିକାଂଶ…

ଅଯୋଧ୍ୟାରେ ମୋଦୀ ନେଲେ ରାମଲାଲାଙ୍କ ଆଶିଷ

ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି । ସେ ଭଗବାନ ଶ୍ରୀ ରାମଙ୍କୁ…

ପାକିସ୍ତାନରେ ଯୋଗଶିକ୍ଷା ଆରମ୍ଭ

ସମଗ୍ର ବିଶ୍ୱରେ ଲୋକପ୍ରିୟତା ହାସଲ କରିବା ପରେ ଭାରତର ପ୍ରାଚୀନ ଶାରୀରିକ ଏବଂ ମାନସିକ ବ୍ୟାୟାମ ଯୋଗଶିକ୍ଷା ଆନୁଷ୍ଠାନିକ ଭାବରେ ପାକିସ୍ତାନରେ…

ରାଜନୀତିର ଲକ୍ଷ୍ୟ ହେଉଛି ରାଷ୍ଟ୍ରନିର୍ମାଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ପାର୍ଟିକୁ କଡ଼ା ସମାଲୋଚନା କରିଛନ୍ତି । ରାଜନାଥ କହିଛନ୍ତି…