Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
2024 - Page 45 of 108 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସଲାମ୍ ବିବାହରେ ଲିଭ୍‌-ଇନ୍‌କୁ ଅନୁମୋଦନ ନାହିଁ

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ଗତ ବୁଧବାର ଦିନ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଜଣେ ବିବାହିତ ମୁସଲମାନ ଦମ୍ପତି…

ଦେଶରେ ୫୬% ରୋଗର କାରଣ ଅସ୍ୱାସ୍ଥ୍ୟକର ଖାଦ୍ୟ

ନୂଆଦିଲ୍ଲୀ: ଅନହେଲଦି ଡାଏଟ ବା ଅସ୍ୱାସ୍ଥ୍ୟକର ଖାଦ୍ୟ ଦେଶର ୫୬.୪ ପ୍ରତିଶତ ରୋଗର କାରଣ । ଏନେଇ ଆଇସିଏମଆର ଏକ ସଦ୍ୟତମ…

୧୦୦ରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ

ଆସିକା: ଆସିକା ମହିଳା ଓ ଶିଶୁ ମଙ୍ଗଳ ବିଭାଗର ଅଜବ ନୀତି ଦେଖିବାକୁ ମିଳିଛି ଆସିକା ବ୍ଲକରେ । ପ୍ରାୟ ୧୦୦…

ଚିହ୍ନଟ ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନ ପୂର୍ବତନ ଆର୍ମି କମାଣ୍ଡୋ

ନୂଆଦିଲ୍ଲୀ: ଶନିବାର ଜମ୍ମୁ-କାଶ୍ମୀରର ପୁଞ୍ଚ୍ ରେ ଭାରତୀୟ ବାୟୁସେନା ଉପରେ ଆତଙ୍କବାଦୀ ଆକ୍ରମଣରେ ଜଣେ ଯବାନ ସହିଦ ହୋଇଛନ୍ତି । ଏହି…

୨ ମହିଳା ଓ ୭ ପୁରୁଷ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ: ବୌଦ୍ଧ ପୁଲିସକୁମିଳିଛି ବଡ଼ ସଫଳତା । ଏନକାଉଣ୍ଟରକିଛି ଦିନ ପରେ ଆତ୍ମସମର୍ପଣକରିଛନ୍ତି ୯ ଜଣ ମାଓବାଦୀ ।ଆତ୍ମସମର୍ପଣ କରିଥିବା ନକ୍ସଲମାନେକେକେବିଏନ…

ଏଭିବିପି ପକ୍ଷରୁ ବ୍ରହ୍ମପୁର ବିଦ୍ୟାଳୟସ୍ତରରେ ଆଇଆରପିଏମ ବିଭାଗର ଟପର ସଦାସିନୀ ଶ୍ରାବଣୀ କୁମାରୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଟପ୍ପର ସୁଶ୍ରୀ ସଦାସିନୀ ଶ୍ରାବଣୀ କୁମାରୀ ୧୨୦୫ ମାର୍କ ରଖି ବିଶ୍ୱବିଦ୍ୟାଳୟ ସ୍ତରରେ ଟପ୍ପର ହୋଇଥିବା ରୁ ଆଇ…

ଗଛମୂଳେ ପଢୁଛନ୍ତି ଛାତ୍ରଛାତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିର ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଞ୍ଚାତରେ କେଉଁ ଆବାହନ କାଳରୁ…

ହାର୍ଡକୋର ମାଓବାଦୀ ସାମାୟା ମାଡକାମ ଓରଫ ପୁନିତ୍‌ର ଆତ୍ମସମର୍ପଣ

କନ୍ଧମାଳ- କେକେବିଏନ ଡିଭିଜନ ର ଡିସିଏମ କମିଟି ମେମ୍ବର ତଥା ଅଷ୍ଟମ ପ୍ଲାଟୁନର କମାଣ୍ଡର ସାମାୟା ମାଡକାମ ଓରଫ ପୁନିତ(୨୯) ଆତ୍ମ…

ଜାହାଜ ନିର୍ମାଣରେ ଅଧିକ ବ୍ୟବହାର ହେବ ସ୍ୱଦେଶ ତିଆରି ଯନ୍ତ୍ରାଂଶ

ନୂଆଦିଲ୍ଲୀ : ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଜାହାଜ ନିର୍ମାଣରେ ସ୍ୱଦେଶୀ ସାମଗ୍ରୀ ବୃଦ୍ଧି ପାଇଁ…

ଭାରତରେ ୮% ହ୍ରାସ ପାଇଛି ହିନ୍ଦୁମାନଙ୍କ ଜନସଂଖ୍ୟା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ୧୯୫୦ ରୁ ୨୦୧୫ ମଧ୍ୟରେ…