Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
April 2024 - Page 15 of 19 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ରକ୍ତଦାନ ଶିବିର

ସୁବର୍ଣ୍ଣପୁର, – ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସ୍ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା…

ଭାରତ ବିକାଶ ପରିଷଦ ତରଫରୁ ରାଷ୍ଟ୍ରୀୟ ନବ ବର୍ଷ ପାଳନ

ଭୁବନେଶ୍ୱର- ଭାରତ ବିକାଶ ପରିଷଦ, ଓଡିଶା ପୂର୍ବ ପ୍ରାନ୍ତ ତରଫରୁ ଚୈତ୍ର ଶୁକ୍ଳ ପ୍ରତିପଦା ତିଥି,୯ ଅପ୍ରିଲ ରେ ଭୁବନେଶ୍ୱରସ୍ଥିତ ଜୟଦେବ…

ହିନ୍ଦୁ ରାଷ୍ଟ୍ରୀୟ ନବବର୍ଷ ଓ ତେଲୁଗୁ ସମ୍ପ୍ରଦାୟ ଉଗାଦୀ କାର୍ଯ୍ୟକ୍ରମ ବହୁ ଆଡମ୍ବର ସହ ପାଳନ

ରାୟଗଡ଼ା : ଜିଲ୍ଲା ଗୁଣପୁର ନଗର ସ୍ଥିତ ବିଭିନ୍ନ ରାଷ୍ଟ୍ରୀୟ ନବବର୍ଷ ସ୍ଥାନରେ ହିନ୍ଦୁ ତଥା ରାଷ୍ଟ୍ରୀୟ ନବବର୍ଷ ନିମନ୍ତେ ପ୍ରତି…

ନାଲକୋ ନଗରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ମହାଆଡମ୍ବରରେ ପାଳନ

ବଅଁରପାଳ : ଜିଲ୍ଲା ସଂଘ ଚାଳକ ବିଜୟ କୁମାର ସାହୁଙ୍କ ଉପସ୍ଥିତିରେ ବିବେକାନନ୍ଦ ପ୍ରଭାତ ଶାଖା ପକ୍ଷରୁ ଆଜି ପୂର୍ବାହ୍ନରୁ ରାତ୍ର…

ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ଭଗବାନଙ୍କୁ ପିନ୍ଧାଗଲା ଅତି ସ୍ୱତନ୍ତ୍ର ବସ୍ତ୍ର

ଅଯୋଧ୍ୟା : ଶ୍ରୀ ରାମ ଜନ୍ମଭୂମି ମନ୍ଦିରରେ ଚୈତ୍ର ନବରାତ୍ରୀର ପ୍ରଥମ ଦିନରେ ଭଗବାନଙ୍କୁ ଅତି ସ୍ୱତନ୍ତ୍ର ବସ୍ତ୍ର ପିନ୍ଧାଯାଇଛି ।…

ବାରାମୁଲାରେ ଅନୁପ୍ରବେଶ ଉଦ୍ୟମ, ଉରିରେ ୨ ଆତଙ୍କବାଦୀ ନିହତ

ବାରାମୁଲା : ଜମ୍ମୁ-କାଶ୍ମୀରର ବାରାମୁଲା ଜିଲ୍ଲା ଅନ୍ତର୍ଗତ ଉରି ର ସବୁରା ନାଳ ଅଂଚଳରେ ସୁରକ୍ଷାବଳ ଏକ ବଡ ଧରଣର ଅନୁପ୍ରବେଶ…

ମାଳଦ୍ୱୀପକୁ ସହଯୋଗ କରିବ ଭାରତ

ନୂଆଦିଲ୍ଲୀ: ମାଳଦ୍ୱୀପକୁ ସହଯୋଗ ଜାରି ରଖିବ ଭାରତ । ମାଲେରେ ଚାଇନାର ହସ୍ତକ୍ଷେପ ଯୋଗୁ ନୂଆଦିଲ୍ଲୀ ସହ ମାଳଦ୍ୱୀପର ସମ୍ପର୍କ ଭଲ…

ବାରବାଟୀ ଦୁର୍ଗରୁ ୩ଟି ମନ୍ଦିରର ଭଗ୍ନାବଶେଷ ଉଦ୍ଧାର

କଟକ: ବାରବାଟୀ ଦୁର୍ଗ ଖନନରୁ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗତ ୬ ମାସ ଧରି ଏହି…

ଲୋପ ପାଇଯିବ ପାଇକ କଳା!

ଖୋର୍ଦ୍ଧା: ସ୍ୱତନ୍ତ୍ର ସମରକଳାରେ ନିପୁଣ କ୍ଷତ୍ରିୟ ପାଇକମାନେ ନିଜ ସାହସ, ବୀରତ୍ୱ ପାଇଁ ସାରା ଭାରତରେ ପରିଚିତ ଥିଲେ । ହେଲେ…

୨ ଗୋରୁ ବୋଝେଇ ଟ୍ରକ ଜବତ, ଦୁଇ ଗିରଫ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ୪୯ନଂ ଜାତୀୟ ରାଜପଥ ଜନସନପୁର ଟୋଲ ଗେଟ ପାଖରୁ ତେଲକୋଇ ପୁଲିସ ଦ୍ୱାରା…