Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
2023 - Page 151 of 247 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇତିହାସ ଆଢୁଆଳେ ଦେବିଲ ଗ୍ରାମର ଶହୀଦ ଶ୍ରୂତୀ ବିଶ୍ୱାଳ ମୂକସାକ୍ଷୀ ପାଲଟିଛି ଫାସି ପଡ଼ିଆ

।ା ପ୍ରଭାନୁ୍ୟଜ ।ା ଯାଜପୁର,୧୪ା୫: ଇତିହାସ କେବେ ଲୋପ ପାଏ ନାହିଁ । ଦିନେନା ଦିନେ ତାହା ଅଗ୍ନୀଶିଖାର ରୂପ ନେଇଥାଏ…

ମାଓବାଦୀଙ୍କ ଗତିବିଧିକୁ ଜଗିବ ଡ୍ରୋନ୍

କୋରାପୁଟ: କୋରାପୁଟରେ ରହିଥିବା ମାଓ ଗତିବିଧିକୁ ଜଗିବ ଡ୍ରୋନ । ଡ୍ରୋନ ସହଯୋଗରେ ଜିଲ୍ଲାରେ ରହିଥିବା ମାଓବତିବିଧିକୁ ନିୟନ୍ତ୍ରଣ କରାଯିବ ।…

ଉଡ଼ି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କଲା ସେନା

ବାରାମୁଲା : ବାରାମୁଲା ଜିଲ୍ଲାର ନିୟନ୍ତ୍ରଣ ରେଖା ନିକଟରେ ଉଡ଼ି ସେକ୍ଟରରେ ଶନିବାର ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେନାର…

ଉତ୍କଳୀୟ ଗୋ-ପ୍ରଜାତିର ସୁରକ୍ଷା ଏବେ ଚିନ୍ତାର କାରଣ

ଭଞ୍ଜନଗର: ଓଡିଶାରେ ୪ପ୍ରକାର ସ୍ୱଦେଶୀ ଜାତୀୟ ମାନ୍ୟତା ପ୍ରାପ୍ତ ଉକôଳୀୟ ଗୋବଂଶ ଘୁମୁସରରେ ବର୍ତମାନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଉପଖଣ୍ଡ ଓ…

ହାବିଲଦାରଙ୍କ ପତ୍ନୀ ଏବେ ଲକ୍ଷ୍ନୌର ମେୟର

ଲକ୍ଷ୍ନୌ : ସୁଷମା ଖର୍କୱାଲ ଲକ୍ଷ୍ନୌର ମେୟର ନିର୍ବାଚନ ଜିତି ନେଇଛନ୍ତି । ସେ ସପା ପ୍ରତ୍ୟାଶି ବନ୍ଦନା ମିଶ୍ରଙ୍କୁ ୬୦…

୧୮ରେ ଓଡିଶାକୁ ମିଳିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଭିଡିଓ କନ୍ଫରେନ୍ସିରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ପୁରୀ : ୧୮ରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍ । ପୂର୍ବରୁ ୧୫ରେ ଗଡିବାକୁ…

ମହାପ୍ରଭୁଙ୍କ ହଳଦୀପାଣି ନୀତି ଶେଷ

ପୁରୀ: ଅକ୍ଷୟ ତୃତୀୟା ଠାରୁ ମହାପ୍ରଭୁଙ୍କ ଆରମ୍ଭ ହୋଇଥିବା ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଶନିବାର ହଳଦୀ ପାଣି ନୀତି ସହ…

ଆଧ୍ୟାତ୍ମିକ ଜାଗରଣର ବଳିଷ୍ଠ ମାଧ୍ୟମ ହେଉଛି ସଂକୀର୍ତ୍ତନ

ପୁରୀ: ଓଡ଼ିଶାର ପ୍ରାଚୀନ ସଂସ୍କୃତି ଏବଂ ଶ୍ରୀ ଜଗନ୍ନାଥ ଚେତନା ଜାଗରଣର ପ୍ରମୁଖ ମାଧ୍ୟମ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ…

ସନ୍ଦାନ ମିଳିଲା ମଣିଷ ରହିବା ଉପଯୋଗୀ ୨ ନୂଆ ଗ୍ରହ

ନୂଆଦିଲ୍ଲୀ : ମଣିଷ ରହିବା ଉପଯୋଗୀ ଆଉ ଦୁଇଟି ଗ୍ରହକୁ ଠାବ କରିଛି ଆମରିକାର ଅନ୍ତରୀକ୍ଷ ଏଜେନ୍ସି ନାସାର ଟେସ୍ ସ୍ପେଶକ୍ରାଫ୍ଟ…

ପାକିସ୍ତାନ ଜେଲରୁ ମୁକୁଳିଲେ ୧୯୮ ଭାରତୀୟ ଧୀବର

ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନ ସରକାର ଅଟାରୀ-ୱାଘା ସୀମା ଦେଇ ୧୯୮ ଜଣ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛନ୍ତି । ଭାରତୀୟ ସାମଦ୍ରିକ…