ନୂଆଦିଲ୍ଲୀ : ଭାରତର ଆଉ ଏକ ଶତ୍ରୁକୁ ହଟାଇ ଦିଆଯାଇଛି । ପାକିସ୍ତାନରେ ‘ଲସ୍କରଏ-ତୋଏବା’ର ବରିଷ୍ଠ କମାଣ୍ଡର ଆଦ୍ନାନ୍ ଅହମ୍ମଦ ତଥା…
Year: 2023
ପିଲାଙ୍କ ପାଇଁ ହେବ ଅପାର କାର୍ଡ
ନୂଆଦିଲ୍ଲୀ : ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି । ରାଶନ ଦୋକାନରୁ ଆରମ୍ଭ କରି ସିମ…
ଚନ୍ଦ୍ରଯାନ-୩ର ବଡ ସଫଳତା, ଚନ୍ଦ୍ର କକ୍ଷରୁ ପ୍ରତ୍ୟାବର୍ତ୍ତନ କରି ପୃଥିବୀ କକ୍ଷରେ ସ୍ଥାପିତ ହେଲା ପ୍ରୋପଲ୍ସନ ମଡ୍ୟୁଲ
ନୂଆଦିଲ୍ଲୀ: ଚନ୍ଦ୍ର ମିଶନରେ ଇସ୍ରୋକୁ ଆଉ ଏକ ସଫଳତା । ଆଜି ଚନ୍ଦ୍ରଯାନ ୩ ଆଉ ଏକ ବଡ ସଫଳତା ହାସଲ…
୨୦୩୦ ସୁଦ୍ଧା ଭାରତ ଦୁନିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ’
ନୂଆଦିଲ୍ଲୀ: ଭାରତ ୨୦୩୦ ସୁଦ୍ଧା ଦୁନିଆର ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବ । ଆର୍ôଥକ ବର୍ଷ ୨୦୨୬-୨୭ରେ ଦେଶର ଜିଡିପି…
ନମସ୍ତେ ନମସ୍ତେ ମା’ଗୋ କମଳା ଦୁଲଣୀ
-ଅନୁପମା ଭୂୟାଁ- ମାର୍ଗଶୀର ମାସରେ ପଡ଼ୁଥିବା ଗୁରୁବାର ଯେପରି ନିଷ୍ଠାରେ ପାଳନ କରାଯାଏ ତହିଁରୁ ଓଡ଼ିଆଙ୍କର ସାମାଜିକ ଚାଲିଚଳଣ ଅନ୍ୟମାନଙ୍କ ଠାରୁ…
ନିର୍ମଳାଙ୍କ ସମେତ ‘ଫୋବ୍ସ୍’ର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ୪ ଭାରତୀୟ
ନୂଆଦିଲ୍ଲୀ: ‘ଫୋବ୍ସ୍’ ପତ୍ରିକାର ବିଶ୍ୱର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ୪ଜଣ ଭାରତୀୟ ମହିଳା ସ୍ଥାନିତ…
ନେହରୁଙ୍କ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର ସମସ୍ୟା ଉପୁଜିଥିଲା: ଶାହ
ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ପ୍ରସଙ୍ଗରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଦାୟୀ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ…
ଚୀନ୍ ଦ୍ୱାରା ପରିଚାଳିତ ୧୦୦ରୁ ଅଧିକ ୱେବସାଇଟ୍କୁ ନିଷିଦ୍ଧ କରାଯିବ
ନୂଆଦିଲ୍ଲୀ: ପୁଞ୍ଜିନିବେଶ ସମ୍ବନ୍ଧୀୟ ଦୁର୍ନୀତି ପାଇଁ ଭାରତୀୟମାନଙ୍କୁ ଟାର୍ଗେଟ କରୁଥିବା ୧୦୦ରୁ ଅଧିକ ଚୀନ୍ ୱେବସାଇଟ୍କୁ ନିଷିଦ୍ଧ କରିବା ପାଇଁ ସରକାର…
ଗୋରୁଗାଡ଼ି ଜବତ,୭ ଗୋରୁ ଉଦ୍ଧାର
ଚୌଦ୍ୱାର: ୫୫ ନମ୍ବର ଜାତୀୟ ରାଜପଥର ଚୌଦ୍ୱାର ସହର ଅଧିନ ନୁନଟିକିରୀ ଛକ ଉପରେ ଏକ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍କୁ…
ଟିଟିଲାଗଡ଼ରେ ଅକ୍ଷତ କଳସକୁ ଭବ୍ୟ ସ୍ୱାଗତ
ଟିଟିଲାଗଡ଼: ଶ୍ରୀରାମ ମନ୍ଦିର ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ମନ୍ଦିରର ଉଦ୍ଘାଟନ ଆସନ୍ତା ଜାନୁୟାରୀ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…