ମହାଦେବ ଆପ୍ ସମେତ ୨୨ ବେଟିଂ ଆପ୍ ବ୍ୟାନ୍

ନୂଆଦିଲ୍ଲୀ : ମହାଦେବ ଆପ୍ ସମେତ ୨୨ ବେଟିଂ ଆପ୍କୁ ବ୍ୟାନ୍ କଲେ କେନ୍ଦ୍ର ସରକାରୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୁପାରିଶ କ୍ରମେ…

ସେନାରେ ମହିଳା କର୍ମଚାରୀଙ୍କ ମାତୃତ୍ୱକାଳୀନ ଛୁଟି ସମୟ ବଢାଇଲା ପ୍ରତିରକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଭାରତୀୟ ସଶସ୍ତ୍ର ବାହିନୀରେ କାର‌୍ୟ୍ୟରତ ମହିଳା ସୈନିକ, ନାବିକ ଓ ବାୟୁସେନା ଯୋଦ୍ଧାମାନଙ୍କୁ ସମାନ ମାତୃତ୍ୱ, ଶିଶୁ ଯତ୍ନ ଏବଂ…

प्रवर्तन निदेशालय की सिफारिश पर महादेव ऐप सहित 22 अवैध सट्टेबाजी प्लेटफार्म्स प्रतिबंधित

नई दिल्ली. केंद्र सरकार ने एक आदेश जारी कर महादेव बुक और रेड्डी अन्नाप्रिस्टोप्रो सहित 22…

महिला सैनिकों, नौ-सैनिकों और वायु सैनिकों को महिला अधिकारियों के समान मातृत्व, शिशु देखभाल की छुट्टियां

नई दिल्ली. रक्षा मंत्री राजनाथ सिंह ने सशस्त्र बलों में महिला सैनिकों, नौ-सैनिकों और वायु सैनिकों…

ବିଦେଶୀ ମୁଦ୍ରା ଭଣ୍ଡାରରେ ୨.୫୭ ବିଲିଅନ ଡଲାର ବୃଦ୍ଧି

ଭାରତୀୟ ବିଦେଶୀ ମୁଦ୍ରା ଭଣ୍ଡାରରେ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳିଛି । ମାସକରେ ସର୍ବାଧିକ ୨.୬ ବିଲିଅନ ଡଲାର ବୃଦ୍ଧି ଘଟି…

ଦେଶରେ ବଢ଼ିଲା ବିଜୁଳି ବ୍ୟବହାର

ନୂଆଦିଲ୍ଲୀ: ଦେଶରେ ବଢ଼ିଛି ବିଜୁଳି ବ୍ୟବହାର । ଚଳିତ ଆର୍ôଥକ ବର୍ଷର ବର୍ତ୍ତମାନ ସୁଦ୍ଧା, ଅର୍ଥାତ୍ ଏପ୍ରିଲ୍‌-ଅକ୍ଟୋବର ମଧ୍ୟରେ ଦେଶରେ ବିଜୁଳି…

ଚୀନ୍‌କୁ ଝଟକା, ବିଆରଆଇରୁ ଏହି ଦେଶ ହେଲା ବାହାର

ବେଜିଂ : ଚାଇନା ସମଗ୍ର ବିଶ୍ୱରେ ଏହାର ଅର୍ଥନୈତିକ ପ୍ରଭାବ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି ଏବଂ ଏହି ଲକ୍ଷ୍ୟ ହାସଲ…

କଂଗ୍ରେସ ପାଇଁ ନିଜ ପରିବାରଠୁ ବଡ଼ କିଛି ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ଏବେ ଜୋରଦାର ପ୍ରଚାର ଚାଲିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶର ସିଓନିରେ…

ବିଶିଷ୍ଟ ସାମ୍ବାଦିକ ସୋମେନ୍ଦ୍ର ଜେନାଙ୍କ ମାଆ ଉତମା ସୁନ୍ଦରୀ ଜେନାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର : ସାମ୍ବାଦିକ, ସ୍ତମ୍ଭକାର, ଭାରତୀୟ ସାହିତ୍ୟ କେନ୍ଦ୍ର ପ୍ରକାଶକ ସଂସ୍ଥାର ସମ୍ପାଦକ ଶ୍ରୀ ସୋମେନ୍ଦ୍ର ଜେନାଙ୍କ ମାତା ଉତମା ସୁନ୍ଦରୀ…

ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା

ଅସ୍ତରଙ୍ଗ : ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ସ୍ଥାନୀୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ସରସ୍ୱତୀ ଶିଶୁମନ୍ଦିର ପରିସରରେ ଅସ୍ତରଙ୍ଗ ବ୍ଲକସ୍ତରୀୟ ଗୀତା…