Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
May 2023 - Page 14 of 19 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଦି କେରଳା ଷ୍ଟୋରୀର ଭୟାବହ ସତ

–ଡ. ସମନ୍ୱୟ ନନ୍ଦ–ବେଳେ ବେଳେ ସତ ଉପରେ ପରଦା ପରଦା ପକାଇ ରଖା ଯାଇଥାଏ । କିଛି ଶକ୍ତି ସେହି ପରଦାକୁ…

ଭାରତ ବିରୋଧୀ ଲମ୍ବା ଖେଳର ଯୋଜନା

-ସୌମେନ୍ଦ୍ର ଜେନା- ଭାରତୀୟ ସମ୍ବାଦ ସେବା (ଭାସ୍)ଭୁବନେଶ୍ୱର-୭୫୧୦୦୩

ପ୍ରାଦେଶିକ ଓ ଗଣିତ ମେଧା ପରୀକ୍ଷାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗରର ସଫଳତା

ବ୍ରହ୍ମପୁର: ଗତ ୧୦ତାରିଖରେ ପ୍ରକାଶିତ ଶିକ୍ଷାବିକାଶ ସମିତୀ, ଓଡିଶାର ରାଜ୍ୟସ୍ତରୀୟ ୫ମ, ୭ମ ଓ ୯ମ ଶ୍ରେଣୀ ପ୍ରାଦେଶିକ ଓ ଗଣିତ…

ଚୁକ୍ତି ଭାଙ୍ଗିଲେ ବିଶ୍ୱାସ ଭାଙ୍ଗେ’ ଢାକାରେ ଚୀନକୁ ଜୟଶଙ୍କରଙ୍କ ଟାର୍ଗେଟ୍

ଢାକା : ବାଂଲାଦେଶ ଗସ୍ତରେ ଥିବା ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପରୋକ୍ଷରେ ଚୀନକୁ ଟାର୍ଗେଟ କରିଛନ୍ତି । ଜୟଶଙ୍କର…

ରଥ ଖଳାକୁ ଗଲା ମହାପ୍ରଭୁଙ୍କ ଆଜ୍ଞାମାଳ

ପୁରୀ : ମହାପ୍ରଭୁଙ୍କ ପବିତ୍ର ଭଉଁରୀ ଯାତ୍ରାୟ ସକାଳ ଧୂପ ବଢ଼ିଲା ପରେ ୩ ଜଣ ପୂଜାପଣ୍ଡା ଶ୍ରୀଅଙ୍ଗରୁ ଅ ।ଜ୍ଞାମାଳ…

‘ଦ କେରଳ ଷ୍ଟୋରୀ’ ନେଇ ମମତାଙ୍କୁ ସୁପ୍ରିକୋର୍ଟଙ୍କ ପ୍ରଶ୍ନ-ଯଦି ଅନ୍ୟ ରାଜ୍ୟରେ ଚାଲୁଛି, ପଶ୍ଚିମବଙ୍ଗରେ ନିଷିଦ୍ଧ କାହିଁକି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିବାଦୀୟ ଚଳଚ୍ଚିତ୍ର ଦି କେରଳ ଷ୍ଟୋରୀ ନିଷିଦ୍ଧ ହେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ । ଯଦି ଅନ୍ୟ…

ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି-ଶିବଲିଙ୍ଗର ହେବ କାର୍ବନ ଡେଟିଂ

ପ୍ରୟାଗରାଜ: ବହୁ ଚର୍ଚ୍ଚିତ ବାରଣାସୀ ଜ୍ଞାନବାପୀ ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଭାରତୀୟ ପ୍ରନôତତ୍ତ୍ୱ ବିଭାଗ (ଏଏସଆଇ)କୁ ମସଜିଦ…

ଡ.ମୋହନ ଭାଗବତ ଓଡିଶାରେ

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକଡ.ମୋହନ ଭାଗବତ ଓଡିଶାରେଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୪ ଦିନିଆ ଓଡିଶା ଗସ୍ତରେ…

ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ତମ ଜନ୍ମ ଜୟନ୍ତୀ ସମାରୋହ-୨୦୨୩ ପାଳନ

ମୟୁରଭଂଜ,୧୨/୫: ମୟୁରଭଂଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ଠାରେ ଗୁରୁ ରାମ୍କେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୯ ତମ ଜନ୍ମ…

ଅନ୍ଧାରରେ ରାଷ୍ଟ୍ରପତିଙ୍କ ଭାଷଣ ପ୍ରସଙ୍ଗ ମହାରାଜାଙ୍କ ପ୍ରତିମୂର୍ତ୍ତି ତଳେ ନୀରବ ପ୍ରତିବାଦ

ବାରିପଦା : ସାରା ଭାରତ ବଷର୍ର ଗର୍ବ ଓ ଗୌରବ ମୟୁରଭଞ୍ଜ ମାଟିର କନ୍ୟା ମହାମହିମ ରାଷ୍ଟ୍ର ପତି ଦ୍ରୌପଦୀ ମୁର୍ମୁ…