ତାଳଚେର : ତାଳଚେର ବ୍ରାହ୍ମଣୀବିହାରସ୍ଥିତ ତାଳଚେର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଦୁଇ ଦିବସୀୟ ଜିଲ୍ଲାସ୍ତରୀୟ ସମ୍ପାଦକ ଓ ପ୍ରଧାନାଚାର୍ଯ୍ୟ ବୈଠକ…
Month: May 2023
ପାରମ୍ପରିକ କୃଷି ସମ୍ବର୍ଦ୍ଧନା ଓ ପ୍ରାକୃତିକ ଚିକିତ୍ସା ଶିବିର
ବାରିପଦା: ଭାରତ ସେବାନ୍ୟାସ ସ୍ଥାନୀୟ କାର୍ଯ୍ୟାଳୟ ର ସପ୍ତମ ପ୍ରତିଷ୍ଠା ଦିବସ ଅବସର ରେ ପାରମ୍ପରିକ କୃଷି ସମ୍ବର୍ଦ୍ଧନା ଓ ପ୍ରାକୃତିକ…
୯ ଦିନରେ ୧୦୦ କୋଟି ପାର୍ କଲା “ଦ କେରଳ ଷ୍ଟୋରୀ’
ମୁମ୍ବାଇ: ଫିଲ୍ମ “ଦି କେରଲା ଷ୍ଟୋରି’ । ରିଲିଜ ହେବାର ୯ ଦିନ ମଧ୍ୟରେ ବକ୍ସ ଅଫିସରେ ୧୧୨.୯୯ କୋଟି ଟଙ୍କା…
ଆତଙ୍କବାଦୀ ଫଣ୍ଡିଂ ମାମଲା, ବିଭିନ୍ନ ସ୍ଥାନରେ ଏନ୍ଆଇଏ ପକ୍ଷରୁ ଚଢାଉ
ନୂଆଦିଲ୍ଲୀ : ଆତଙ୍କବାଦୀଙ୍କୁ ଫଣ୍ଡିଂ ମାମଲା । ଆକ୍ସନରେ ଏନ୍ଆଇଏ ( ଜାତୀୟ ତଦନ୍ତକାରୀ ସଂସ୍ଥା ) । ଜାମ୍ମୁକାଶ୍ମୀରର ବିଭିନ୍ନ…
ଡାକ୍ତରଙ୍କୁ ଜେନେରିକ୍ ଔଷଧ ଲେଖିବାକୁ ପରାମର୍ଶ-କେନ୍ଦ୍ର ସରକାରଙ୍କ କଡ଼ା ଆଭିମୁଖ୍ୟ
ନୂଆଦିଲ୍ଲୀ: ଦେଶରେ ଜେନେରିକ୍ ଔଷଧକୁ ନେଇ କେନ୍ଦ୍ର ସରକାର ଏବେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ସୋମବାର ଜାରି ଏକ…
୧୦୦ କୋଟି ଟଙ୍କାର ମାନହାନି ମାମଲାରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ସମନ୍
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଇସ୍ତାହାରରେ କଂଗ୍ରେସ ‘ବଜରଙ୍ଗ ଦଳ’କୁ ‘ପପୁଲାର ଫ୍ରଣ୍ଟ୍ ଅଫ୍ ଇଣ୍ଡିଆ’ ସହିତ ତୁଳନା କରିଥିବା ସଂକ୍ରାନ୍ତ…
ପାକିସ୍ତାନ ଏଜେଣ୍ଟକୁ ଓଟିପି ସେୟାର ସ୍କାମ୍-୩ ଜଣଙ୍କୁ ଗିରଫ କଲା ଏସଟିଏଫ୍
ସିମ୍ ଓଡିଶାର । ଓଡ଼ିଆ ଲୋକଙ୍କ ନାଁରେ କିଣା ହେଉଥିଲାସିମ୍ । କିନ୍ତୁ କାମ କରୁଥିଲା ପାକିସ୍ତାନରେ । ଆଉ ବ୍ୟବହାରକରୁଥିଲେ…
ଆଇଏନଏସ ମୋର୍ମୁଗାଓରୁ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ସଫଳ
ବିଶାଖାପାଟଣା- କିଛିଦିନ ପୂର୍ବେ ଭାରତୀୟ ନୌସେନାରେ ସାମିଲ ହୋଇଥିବା ଆଇଏନ୍ଏସ୍ ମୋର୍ମୁଗାଓରୁ ଆଜି ପ୍ରଥମ ଥର ପାଇଁ ନିକ୍ଷେପ କରାଯାଇଥିବା ସୁପର୍ସୋନିକ୍…
ଇତିହାସ ଆଢୁଆଳେ ଦେବିଲ ଗ୍ରାମର ଶହୀଦ ଶ୍ରୂତୀ ବିଶ୍ୱାଳ ମୂକସାକ୍ଷୀ ପାଲଟିଛି ଫାସି ପଡ଼ିଆ
।ା ପ୍ରଭାନୁ୍ୟଜ ।ା ଯାଜପୁର,୧୪ା୫: ଇତିହାସ କେବେ ଲୋପ ପାଏ ନାହିଁ । ଦିନେନା ଦିନେ ତାହା ଅଗ୍ନୀଶିଖାର ରୂପ ନେଇଥାଏ…
ମାଓବାଦୀଙ୍କ ଗତିବିଧିକୁ ଜଗିବ ଡ୍ରୋନ୍
କୋରାପୁଟ: କୋରାପୁଟରେ ରହିଥିବା ମାଓ ଗତିବିଧିକୁ ଜଗିବ ଡ୍ରୋନ । ଡ୍ରୋନ ସହଯୋଗରେ ଜିଲ୍ଲାରେ ରହିଥିବା ମାଓବତିବିଧିକୁ ନିୟନ୍ତ୍ରଣ କରାଯିବ ।…