Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
January 2023 - Page 7 of 26 - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶତ୍ରୁକୁ ଘଉଡ଼ାଇ ଭାରତର ସାମୁଦ୍ରିକ ସ୍ୱାର୍ଥ ସୁଦୃଢ଼ କରିବା ପାଇଁ ନୌସେନା ସମର୍ଥ

ମୁମ୍ବାଇ : ଜାନୁଆରୀ ୨୩ ତାରିଖ ଦିନ ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ‘ଆଇଏନ୍ଏସ୍ ୱାଗିର’କୁ ଭାରତୀୟ ନୌସେନାରେ ସାମିଲ…

ଏଣିକି ଶବ୍ଦ ପ୍ରଦୂଷଣ କଲେ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡିବ

ନୂଆଦିଲ୍ଲୀ : ଦିଲ୍ଲୀବାସୀଙ୍କ ପାଇଁ ଲାଗୁ ହେଲା ନୂଆ ନିୟମ । ଏଣିକି ଶବ୍ଦ ପ୍ରଦୂଷଣ କଲେ ମୋଟା ଅଙ୍କର ତଣ୍ଡ…

ହିଜାବ୍ ନିଷେଧ: ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ

ଜରୁରୀ ଶୁଣାଣି ନିମନ୍ତେ ଆଜି ସୁପ୍ରିମ୍ କୋର୍ଟହିଜାବ୍ ନିଷେଧ ମାମଲାକୁ ତାଲିକାଭୁକ୍ତ କରି କହିଛନ୍ତି ଯେ, ଏହି ମାମଲା ଲାଗି ଅଦାଲତ…

January-2023-Sanskrutik Jagaran

Posted by SANSKRUTIK JAGARA at 04:36

ଅଯୋଧ୍ୟାର ସରୟୁ ନଦୀରେ ଆଧୁନିକ ସୁବିଧା ସହିତ ରାମକଥା ସହ ଧାର୍ମୀକ ସ୍ଥଳ ବିଷୟରେ ଦିଆଯିବ ସୂଚନା

ନୂଆଦିଲ୍ଲୀ: ଅଯୋଧ୍ୟାରେ ସରୟୁ ନଦୀରେ ପେଟ୍ରୋଲ ଏବଂ ଡିଜେଲରେ ଚାଲୁଥିବା ଡଙ୍ଗାଗୁଡ଼ିକ ଆଗାମୀ ଦିନରେ ଅତୀତ ହୋଇଯିବ । ଆଉ ଏଗୁଡିକ…

ପ୍ରତ୍ୟେକ ଭାରତୀୟ ଭାଷାରେ ଉଚ୍ଚତମ ନ୍ୟାୟାଳର ନକଲ

ମୁମ୍ବାଇ: ମୁମ୍ବାଇରେ ‘ବାର୍ କାଉନସିଲ୍ ଅଫ୍ ମହାରାଷ୍ଟ୍ର ଏବଂ ଗୋଆ’ ଦ୍ୱାରା ଜାନୁଆରୀ ୨୨ ତାରିଖ ଦିନ ଆୟୋଜିତ ଏକ କାର୍ଯ୍ୟକ୍ରମରେ…

ମିଥ୍ୟା ପ୍ରଚାର ଦ୍ୱାରା ବଦନାମ ହେବନି ଭାରତ

ନୂଆଦିଲ୍ଲୀ: ବିବାଦୀୟ ବିବିସି ଡକ୍ୟୁମେଣ୍ଟାରି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଅ ।ଇନ ମନ୍ତ୍ରୀ କିରେନ ରିଜିଜୁ ସେ କହିଛନ୍ତି ଯେ…

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟର ବାର୍ଷିକ ଉସବ

ବରଗଡ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗାଇସିଲାଟ ଠାରେ ଦ୍ୱାଦଶତମ ୨୦୨୨-୨୦୨୩ ବାର୍ଷିକ ଉସ୍ୱବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ…

କେନ୍ଦ୍ରାପଡ଼ା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଶିକ୍ଷା, ସୁରକ୍ଷା ଓ ରୋଜଗାର ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଜିଲ୍ଲାରେ ଶିକ୍ଷା, ସୁରକ୍ଷା ଓ ରୋଜଗାର ନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଏକ ୧୪ଦଫା…

ଧର୍ମାନ୍ତରୀକରଣ ସଭାକୁ ବିରୋଧ

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ଦୀର୍ଘ ଦିନ ହେବ ହିନ୍ଦୁମାନଙ୍କୁ ଧର୍ମାନ୍ତରୀକରଣ କରିବା ବହୁ ମାତ୍ରାରେ ଚାଲିଛି । କେତେକ ଖ୍ରୀଷ୍ଟିଆନ…