Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ହିନ୍ଦୁଙ୍କୁ ଯୋଜନାବଦ୍ଧ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ ଗଣବିକ୍ଷୋଭ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ହିନ୍ଦୁଙ୍କୁ ଯୋଜନାବଦ୍ଧ ଆକ୍ରମଣ ଓ ହତ୍ୟା ପ୍ରତିବାଦରେ ଗଣବିକ୍ଷୋଭ

ଚାନ୍ଦବାଲି : ଚାନ୍ଦବାଲିରେ ଆଜି ହିନ୍ଦୁ ସମାଜ ପକ୍ଷରୁ ଏକ ଗଣ ବିକ୍ଷୋଭ ଓ ପ୍ରତିବାଦ ସୂରୁପ ଏକ ପଦଯାତ୍ରା ସହ ମହାମହିମ ରାଜ୍ୟପାଳଙ୍କ ନିଟକୁ ଚାନ୍ଦବାଲି ବିଡ଼ିଓଙ୍କ ଜରିଆରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଚଳିତ ମାସ ୧୨ ତାରଖରେ ସମ୍ବଲପୁରରେ ସାଂପ୍ରଦାୟିକ ହିଂସାକାଣ୍ଡରେ ବହୁ ସଂଖ୍ୟାରେ ହିନ୍ଦୁ ଆହାତ ହେବା ସହ ଦେକାନବଜାର , ଯାନବାହାନ ସହ ସରକାରୀ ଓ ବେସରକାରୀ ସଂମ୍ପତି ପୋଡ଼ି ଦିଆଯାଇଛି । ଏହି ହିଂସାକାଣ୍ଡରେ ଜଣେ ଜଣେ ଆଦିବାସ ଯୁବକଙ୍କୁ ମଧ୍ୟ ହତ୍ୟା କରାଯାଇଛି ।

Leave a Reply