Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ବାର୍ଷିକୋତ୍ସବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସପ୍ତବିଂଶ ବାର୍ଷିକୋତ୍ସବ

ଆସିକା : ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗ ରୋଡ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠୋର ଚଳିତ ମାଘ ଶୁକ୍ଲ ନବମୀ ସୋମବାର ସନ୍ଧ୍ୟାରେ ସପ୍ତବିଂଶ ବାର୍ଷେିକାତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତୋର ଅନୁଷ୍ଠୀତ ହୋଇଥିବା େବେଳ ମୁଖ୍ୟ ଅତିଥି ଭୋବ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟବକ୍ତା ଭୋବ ଓଡିଶା ଶିକ୍ଷା ବିକାଶ ସମିତି ଓ ବ୍ରହ୍ମପୁର ଦକ୍ଷିଣପୂର୍ବ ସମ୍ଭାଗ ସଭାପତି ଡଃ.ତାରା ପ୍ରସାଦ ଦାଶ,ସମ୍ମାନୀୟ ଅତିଥି ଭୋବ ଆସିକା ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ.ଜୀବାନନ୍ଦ ତ୍ରିପାଠୀ, ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ପି.ନୋଗଶ୍ୱର ପାତ୍ର, କୋଷାଧ୍ୟକ୍ଷ ଦୁର୍ଗା ପ୍ରସାଦ ଆଚାରୀ,ଯୁକ୍ତ ୨ ବିଜ୍ଞାନ ମହାବିଦ୍ୟାଳୟ ଉପାଧ୍ୟକ୍ଷ ସେୁରନ୍ଦ୍ର କୁମାର ପାଢୀ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶରତ ଚନ୍ଦ୍ର ମୁନୀ ପ୍ରମୁଖ ଅତିଥି ଭୋବ ଯୋଗ ଦେଇଥେିଲ । ଏହି କାର୍ଯ୍ୟକ୍ରମେର ବେଦ ପାଠ ମନ୍ତ୍ରଧ୍ୱନୀ ମଧ୍ୟେର ଅତିଥି ମାନଙ୍କ ଦ୍ୱାରା ପ୍ରଦିପ ପ୍ରଜ୍ଜଳନ ଓ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠୀତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ପ୍ରସନ୍ନ କୁମାର ପ୍ରଧାନ ବାର୍ଷେିକାତ୍ସବେର ସ୍ୱାଗତ ଭାଷଣ ପ୍ରଦାନ କରିଥେିଲ । ଏହାପେର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମେର ମୁଖ୍ୟ ଅତିଥି ବିଧାୟିକା ମଞ୍ଜୁଳା ସ୍ୱାଇଁ ଛାତ୍ରଛାତ୍ରୀଙ୍କ ଉଜ୍ଜଳମୟ ଭବିଷ୍ୟତ ପାଇଁ କାମନା କରିଥେିଲ । ଉତମ ମଣିଷ ଗଠନ ପାଇଁ ଶିକ୍ଷା ଗ୍ରହଣ କରିବା ପ୍ରଥମ କାର୍ଯ୍ୟ । ସମସ୍ତ ଛାତ୍ରଛାତ୍ରୀ ଶିକ୍ଷା ପ୍ରଦାନ ବେଳେ ଗୁରୁଜନଙ୍କ ଉପେଦଶ ଓ ପରାମର୍ଶ ପାଳନ କରେିଲ ସମାଜେର ଭଲ ନାଗରିକ ହୋଇ ପାରିବ । ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ବେଳେ ସମସ୍ତ ଗୁରୁଜୀ ଓ ଗୁରୁମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବାରୁ ସମସ୍ତଙ୍କୁ ବିଧାୟିକା ଧନ୍ୟବାଦ ଜଣାଇଥେିଲ । ଏହି ବାର୍ଷେିକାତ୍ସବ କାର୍ଯ୍ୟକ୍ରମେର ପ୍ରଥମ ଶ୍ରେଣିରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ସର୍ବୋଚ୍ଚ ନମ୍ବର ରଖିଥିବା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଏଲ.ଆଇ.ସି ଇଣ୍ଡିଆ ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିଭଳି ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟେର ସେର୍ବାଚ୍ଚ ନମ୍ବର ରଖୀଥିବା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନାରାୟଣ ସେନାପତି ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ବାର୍ଷେିକାତ୍ସବ କାର୍ଯ୍ୟକ୍ରମେର ବିଦ୍ୟାଳୟ ପ୍ରାୟ ୧୫ ଶହ ଛାତ୍ରଛାତ୍ରୀ,ଗୁରୁଜୀ,ଗୁରୁମା ,ଅଭିଭାବକ ଏବଂ ବହୁ ମାନ୍ୟଗଣ ବ୍ୟକ୍ତି ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥେିଲ ।

Leave a Reply