ତାଳଚେର କୋଇଲା ଖଣି ମଜଦୁର୍ ସଂଘ ସହବନ୍ଧିତ ବିଏମ୍ଏସ୍ କମର୍ଚାରୀ ପକ୍ଷରୁ ବନ୍ଧୁମିଳନ-୨୦୨୩ ଉତ୍ସବ

ବିଏମ୍ଏସ୍ କର୍ମଚାରୀଙ୍କ ବନ୍ଧୁମିଳନ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ଖୋଲାମୁହଁ କୋଇଲା ଖଣିରେ କାର୍ଯ୍ୟରତ ତାଳଚେର କୋଇଲା ଖଣି ମଜଦୁର୍ ସଂଘ ସହବନ୍ଧିତ ବିଏମ୍ଏସ୍ କମର୍ଚାରୀ ପକ୍ଷରୁ ବନ୍ଧୁମିଳନ-୨୦୨୩ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପଥରମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପାଖ ଏମ୍ସିଏଲ୍ ବିସ୍ଥାପିତ ପଡିଆରେ ଚାରି ଶହରୁ ଅଧିକ ପୁରୁଷ ଓ ମହିଳା କମର୍ଚାରୀ ଏଥେିର ସାମିଲ୍ ହୋଇଥିଲେ । କଣିହାଁ ମହାପ୍ରବନ୍ଧକ କିଶୋର କୁମାର ରାହୁଳ, ତାଳଚେର କୋଇଲା ଖଣି ମଜଦୁର ସଂଘର ସଭାପତି ସୁବାସ ପ୍ରଧାନ, ଏବିକେଏମ୍ଏସ୍ର ସମ୍ପାଦକ ରଂଜନ ବେହେରା, ଅଜୟ ପାଢି, ତାଳେଚର ଖଣି ଅଂଚଳର ବିଭିନ୍ନ ପ୍ରକଳ୍ପ ସଂଘ ଶାଖାର ପଦାଧିକାରୀ ସେମତ ଖଣି ପ୍ରକଳ୍ପ ଅଧିକାରୀ ନାରାୟଣ ପ୍ରସାଦ ପାତ୍ର, ପ୍ରକଳ୍ପ ପ୍ରବନ୍ଧକ ଶିଶୀର କୁମାର ସତପଥି, କଣିହାଁ କ୍ଷେତ୍ର ସୁରକ୍ଷା ଅଧିକାରୀ ଏଜେକେ ପାତ୍ର, ପ୍ରକଳ୍ପ ସୂରକ୍ଷା ଅଧିକାରୀ ଆର୍ କେ ବେହେରା ପ୍ରମୁଖ ସାମିଲ ଥିଲେ । ଅପରାହ୍ନେର ଉଦ୍ୟାପନୀ ଅବସରରେ ରାଜ୍ୟ ବିଜେପି ସମ୍ପାଦକ କାଳନ୍ଦୀ ସାମଲ, ବିଜେପି ମିଡିଆ ସେଲ୍ ଅଧକ୍ଷ ପର୍ଶୁରାମ ବାରିକ ଓ ଶ୍ରମିକନେତା ରତ୍ନାକର ପ୍ରଧାନ ଅତିଥି ଭାବେ ଯୋଗ ଦେଇଥିଲେ । କଣିହାଁ କ୍ଷେତ୍ରର ସଭାପତି ଯୁଗଳ କିଶୋର ପ୍ରଧାନ, ସମ୍ପାଦକ ଶାରସକାନ୍ତ ଷଡଙ୍ଗୀ, କଣିହାଁ ଶାଖାର ସଭାପତି ଅଭୟ କୁମାର ସାହୁ, ସମ୍ପାଦକ ଚିନ୍ମୟ ପ୍ରଧାନ, କାର୍ଯ୍ୟକାରୀ ସଭାପତି ଜିତେଶ କୁମାର ଧର, ସହ ସମ୍ପାଦକ ବିକାଶ େବେହରା, ରେମଶ ସାମଲ, ସଂଘମିତ୍ରା ପ୍ରଧାନ, ସଂଘମିତ୍ରା ସ୍ୱାଇଁ, ନମର୍ଦା ଦେହୁରୀ, ପୁଷ୍ପଲତା ସାହୁ, ସୁଜତା ପଟ୍ଟନାୟକ, ରଶ୍ମିରାଣୀ ଦେହୁରୀ, ରମୋଦବୀ ବିଶ୍ୱାଳ, ସୁଚିତ୍ରା ସାହୁ, ସେରାଜିନୀ ଲାକ୍ରା, ସେନ୍ତାଷ ସାମଲ, କାଳନ୍ଦୀ ବେହେରା ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *