Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଯେଉଁଠାରେ ଭକ୍ତି ଅଛି, ସେଠାରେ ଶକ୍ତି ଅଛି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଯେଉଁଠାରେ ଭକ୍ତି ଅଛି, ସେଠାରେ ଶକ୍ତି ଅଛି

ଉତ୍ତରାଖଣ୍ଡର କେଦାରନାଥ ଧାମର ଏକ ଭିଡିଓଟି ନିକଟରେ ଭାଇରାଲ ହେଉଛି । କେଦାରନାଥର ପ୍ରବଳ ତୁଷାରପାତ ସମୟ । ପ୍ରବଳ ତୁଷାରପାତ ମଧ୍ୟରେ ଦୁଇଜଣ ସାଧୁ ଧ୍ୟାନରେ ବସିଥିବାର ନଜର ଆସିଛନ୍ତି । ଧ୍ୟାନ ସମୟରେ ଦୁଇଜଣ ସାଧୁ କୌଣସି ପ୍ରକାର ଶୀତ ବସ୍ତ୍ର ପିନ୍ଧି ନଥିବା ବେଳେ ଗୋଟିଏ ପତଳା ଧୋତି ପିନ୍ଧିଥିବା ଭିଡିଓରେ ଦେଖିବାକୁ ମିଳୁଛି । ଭିଡିଓ ସେୟାର କରି ଏହାରକ୍ୟାପସନରେ ଲେଖାଯାଇଛି, ‘ ଶୂନ୍ୟ ଠାରୁ କମ ତାପମାତ୍ରାରେ, ରାତି ୩.୦୦ରେକେଦାରନାଥ ଧାମରେ ହେଉଥିବା ତୁଷାରପାତ ମଧ୍ୟରେ ପରମପିତା ଶିବଙ୍କ ଆରାଧ୍ୟନା କରୁଥିବା ସାଧୁଙ୍କ ଦୁର୍ଲଭ ଦର୍ଶନ । ଏହାର ନାମ ହେଉଛି ‘ଭକ୍ତି’ । ଯେଉଁଠାରେ ଭକ୍ତି ଅଛି, ସେଠାରେ ଶକ୍ତି ଅଛି ।

Leave a Reply