Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବରିଷ୍ଠ ନାଗରିକ ପାଳିଲେ ହିନ୍ଦୁ ନବ ବର୍ଷ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବରିଷ୍ଠ ନାଗରିକ ପାଳିଲେ ହିନ୍ଦୁ ନବ ବର୍ଷ

ରେଙ୍ଗାଲି : ରେଙ୍ଗାଲି ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ବସଷ୍ଟେଣ୍ଡ ସ୍ଥିତ ଶିବ ମନ୍ଦିରରେ ହିନ୍ଦୁ ନବ ବର୍ଷ ଉପଲକ୍ଷେ ପରିଷଦ କର୍ମକର୍ତା ମାନଙ୍କ ଦ୍ୱାର ପୂଜା ଅର୍ଜନା, ଦୀପ ପ୍ରଜ୍ୱଳନ କରି ଏକ ସାମୁହିକ ପ୍ରାର୍ଥନା ଆୟୋଜନ କରାଯାଇଥିଲା । ହିନ୍ଦୁ ନବ ବର୍ଷ ପାଳନର ମହତ ଉଦେ୍ଦଶ୍ୟ ସମ୍ପର୍କ ଆଲୋଚନା କରାଯାଇଥିଲା । ଏଥରେ ପରିଷଦ ସଭାପତି ଦୁର୍ଯେ୍ୟାଧନ ଗାର୍ଡିଆ, ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି, ପୂର୍ବତନ ସଭାପତି ବସନ୍ତ ନାୟକ, ଉଦୟ ସାହୁ ବିନୋଦ ନନ୍ଦ, ସୁବନ ·ନ୍ଦ ସାହୁ, ସାଲେଗ୍ରାମ ସାହୁ, ବିଷ୍ଣୁ ପ୍ରଧାନ, ପ୍ରମୋଦ ମହାଣା ପ୍ରମୁଖ ଅଂଶ କରିଥିଲେ । ଶେଷରେ ବିଶ୍ୱଶାନ୍ତି ପାଇଁ ସାମୁହିକ ଶାନ୍ତି ପାଠ କରଯାଇଛି ।

Leave a Reply