ସ୍ଵାମୀ ବିବେକାନନ୍ଦ, ହିନ୍ଦୁ ସନ୍ନ୍ୟାସୀ, ଯିଏକି ଆମେରିକାରେ ବିଶ୍ବ ଧର୍ମ ମହାସମ୍ମିଳନୀରେ ଭାରତର ଧର୍ମକୁ ପ୍ରତିନିଧିତ୍ବ କରିଥିଲେ। ପ୍ରଥମ ସମ୍ଭାଷଣ ପରେ ହିଁ ଆମେରିକାର ଖବରକାଗଜରେ ଛାପଗଲା ଏହି ଯୁବ ହିନ୍ଦୁ ସନ୍ନ୍ୟାସୀଙ୍କ ଖବର। ଖବରକାଗଜମାନେ ଛାପିବାକୁ ଲାଗିଲେ ଏହି ଯୁବ ସନ୍ନ୍ୟାସୀଙ୍କର ବହୁମୂଲ୍ୟ ବକ୍ତବ୍ୟର ଖବର।
ପ୍ରଥମ ସମ୍ଭାଷଣ ପରେ, ସ୍ଵାମୀ ବିବେକାନନ୍ଦ ଆମେରିକାରେ ଏତେ ଲୋକପ୍ରିୟ ହୋଇଗଲେ ଯେ, ତାଙ୍କର ସମସ୍ତ ବକ୍ତବ୍ୟର ଖବର ଆମେରିକୀୟ ସମାଚାର ପତ୍ରମାନଙ୍କରେ ବି ପ୍ରକାଶିତ ହେବାକୁ ଲାଗିଥିଲା। ଏମିତି ହିଁ ଏକ ଖବର ‘ଦି ସେନ୍ ପ୍ରାନ୍ସିସ୍ଟୋ କଲ୍’ ତିନି ମାର୍ଚ୍ଚ ଊଣାଇଶ ଶହ ମସିହାରେ ପ୍ରକାଶିତ କଲା-
“ସ୍ଵାମୀ ବିବେକାନନ୍ଦ, ଦି ହିନ୍ଦୁ ମଞ୍ଚ ହୁ ରିପ୍ରେଜେଣ୍ଟୁ ଦି ରିଲିଜନ୍ ଅଫ୍ ଇଣ୍ଡିଆ। ଆର୍ ଚାର୍ଲ୍ଡସ୍ ପେୟାର୍ ୱିଲ୍ ଲେକ୍ଚର୍ ଅନ୍ ସଣ୍ଡେ, ମାର୍କ ପୋର୍ଥ ଆର୍ ୩ ପିଏମ୍ ଆର୍ ଗୋଲ୍ଡେନ୍ ଗେଟ୍ ହଲ୍, ୧୭୪ ସାତର୍ ଷ୍ଟ୍ରୀଟ୍। ସବ୍ଜେକ୍ଟ୍: ଦି ସାଇଜ୍ ଅଫ୍ ରିଲିଜନ୍। ଏଡ୍ମିସନ୍ ଫ୍ରି।”
“