Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉଚ୍ଚ ନ୍ୟାୟାଳୟର ଆଦେଶ ଉପରେ ପୋଲିସ ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ଓହ୍ଲାଇଲେ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉଚ୍ଚ ନ୍ୟାୟାଳୟର ଆଦେଶ ଉପରେ ପୋଲିସ ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ଓହ୍ଲାଇଲେ

ହରିଦ୍ୱାର : ଉଚ୍ଚ ନ୍ୟାୟାଳୟର ଆଦେଶକୁ ପାଳନ କରିବା ଓ ବୋର୍ଡ ପରୀକ୍ଷାକୁ ଦେଖି ହରିଦ୍ୱାର ପୋଲିସ ଧାର୍ମୀକ ସ୍ଥଳରୁ ଲାଉଡ ସ୍ପିକର ଓହ୍ଲାଇବା ସହ ଚେତାବନୀ ଦେଇଛନ୍ତି । ଆଦେଶକୁ ପାଳନ ନକଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ କହିଛନ୍ତି । ଏହି କ୍ରମରେ ଭଗବାନପୁର ଓ ବୁଗାବାଲା ପୋଲିସ ଅଭିଯାନ ଚଲାଇଛନ୍ତି । ପେଲିସ ପାଖାପାଖି ୨୦ ରୁ ଉର୍ଧ ଧାର୍ମିକ ସ୍ଥଳରୁ ଲାଉଡସ୍ପିକର ଓହ୍ଲାଇବା ସହ ହାଇକୋର୍ଟର ନିର୍ଦେଶକୁ ପାଳନ କରିବାକୁ ନିର୍ଦେଶ ଦେଇଛି । ପୋଲିସ ଚେତାବନି ଦେଇ କହିଛି ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ।

Leave a Reply