Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଚମ୍ପୁଆରେ ର୍ଶୌର୍ଯ୍ୟ ଜାଗରଣ ରଥକୁ ସ୍ୱାଗତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଚମ୍ପୁଆରେ ର୍ଶୌର୍ଯ୍ୟ ଜାଗରଣ ରଥକୁ ସ୍ୱାଗତ

ଚମ୍ପୁଆ:ଚମ୍ପୁଆ ଶିବ ଜାଗର ପଡିଆ ଠାରେ ଶୌର୍ଯ୍ୟ ଜାଗରଣ ରଥକୁ ଭବ୍ୟ ସ୍ୱ୍‌ାଗତ କରଯାଇଥିଲା । ଏଥିରେ ସଭାପତି ଭାବେ ଗିରିଜା ଶଙ୍କର କର, ମୁଖ୍ୟଅତିଥି ଦେବେନ୍ଦ୍ର କୁମାର ଗିରି, ମୁଖ୍ୟବକ୍‌ତା ଭାବେ ପୂର୍ବପ୍ରାନ୍ତ ଓଡିଶା କାର୍ଯ୍ୟକାରିଣୀ ସଦସ୍ୟ ଗଣେଶ୍ୱ୍‌ର ସାହୁ, ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଘନଶ୍ୟାମ ମହାନ୍ତ, ବୁଦ୍ଧଦେବ ପ୍ରଧାନ, ଅନିଲ କୁମାର ସାହୁ, ଧରଣୀଧର ଦାସ, ରାଜେଶ ଆଚାର୍ଯ୍ୟ, ଦୁଷ୍ମନ୍ତ ମହାନ୍ତ, ରାମାକାନ୍ତ ପ୍ରଧାନ, ରମେଶ ପ୍ରଧାନ, ଦେବପ୍ରସାଦ ମିଶ୍ର, ଭୋଳାନାଥ ମିଶ୍ର , କଳାକର ମହାନ୍ତ, ଉମାକାନ୍ତ ସିଂହ, ସଞ୍ଜୟ ଗିରି, ସୁବାଷ ବେହେରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଆଦି ଉପସ୍ଥିତ ଥିଲେ । ଏଥିରେ ଶøର୍ଯ୍ୟ ଜାଗରଣ ରଥର ଲକ୍ଷ ଉଦ୍ଧେଶ୍ୟ ଉପରେ ଲୋକଙ୍କୁ ଅବଗତ କରାଇଥିଲେ । ଚମ୍ପୁଆ ବିଶ୍ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱ୍‌ୟଂ ସହାୟକ ସଂଘ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭାରତୀୟ ଜନତା ଦଳ ଆଦି ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରଯାଇଥିଲା । ଉକ୍ତ ରଥକୁ ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ପାଛୋଟି ଆଣି ଚମ୍ପୁଆ ନଗରଦେଇ ଶିବ ମନ୍ଦିର ନିକଟକୁ ନେଇଥିଲେ ।

Leave a Reply