Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ ଓଡିଶା ଆସୁଛନ୍ତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆରଏସ୍ଏସ୍ ର ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ ଓଡିଶା ଆସୁଛନ୍ତି

ଭୁବନେଶ୍ବର,30/12: ଜାନୁଆରୀ ୧ ରୁ ୫, ୨୦୨୪ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଏକ ଚିନ୍ତନ ବୈଠକ ରାଉରକେଲା ଅଗ୍ରେସନ ଭବନ ରେ ଅନୁଷ୍ଠିତ ହେବ । ଏହି ବୈଠକ ରେ ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ ଙ୍କ ସହ ଅନ୍ୟ ଅଖିଳ ଭାରତୀୟ ଅଧିକାରୀ ମାନେ ଉପସ୍ଥିତ ରହିବେ । ବିବିଧ କ୍ଷେତ୍ର ର ଅଖିଳ ଭାରତୀୟ ପ୍ରମୁଖ ମାନେ ମଧ୍ୟ ଏହି ବୈଠକ ରେ ଉପସ୍ଥିତ ରହିବେ । ଏହି ବୈଠକ ରେ ସଂଘର ପୂର୍ବ କାର୍ଯ୍ୟର ସମୀକ୍ଷା ସହିତ ଆଗାମୀ କାର୍ଯ୍ୟ ସମ୍ୱନ୍ଧରେ ଯୋଜନା ଆଦି ହେବ ।
ଏହା ସଂଘର ଏକ ସାଙ୍ଗଠନିକ ବୈଠକ ଅଟେ । ପୂଜନୀୟ ସରସଂଘଚାଳକ ଙ୍କ ପ୍ରବାସ ସମୟରେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମ ରହିବ ନାହିଁ । କାର୍ଯ୍ୟକ୍ରମ ରେ କୌଣସି ପ୍ରେସ ମିଟ ମଧ୍ୟ ଅନୁଷ୍ଠିତ ହେବ ନାହିଁ ।

Leave a Reply